ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଈଶ୍ବରଙ୍କୁ ଆରାଧନା କରିବେ। ମନରେ ସକରାତ୍ମକ ଭାବନା ଆସିବ। ଅନ୍ୟମାନଙ୍କୁ ସାହାଯ୍ୟ କରି‌େବ। ଆୟର ନୂଆ ବାଟ ଖୋଲିବ।

ବୃଷ: କାମବେଳେ ମନକୁ ଶାନ୍ତ ରଖନ୍ତୁ। ଭାଗ୍ୟ ଉପରେ ସ˚ପୂର୍ଣ୍ଣ ଭରସା କରନ୍ତୁ ନାହିଁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା।

ମିଥୁନ: ଜୀବନସାଥୀଙ୍କ ସହଯୋଗରେ କୌଣସି ଜରୁରୀ କାମ ପୂରା ହେବ। ହୋଟେଲ ମ୍ୟାନଜରଙ୍କୁ ଧନଲାଭ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି।

କର୍କଟ: ଆର୍ଥିକ ଉନ୍ନତି। ବ୍ୟାବସାୟିକ ମାମଲାର ଫଇସଲାରୁ ଲାଭବାନ୍‌ ହେବେ। କାମ ପାଇଁ ଅଫିସରେ ପ୍ରଶ˚ସିତ ହୋଇପାରନ୍ତି। ସଙ୍ଗୀତ ଛାତ୍ରୀଙ୍କ ଲାଗି ଦିନଟି ଭଲ।

ସି˚ହ: ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। ନୂଆ ଯାନ କିଣିପାରନ୍ତି। ପ୍ରେମ ସଂପର୍କ ମଜଭୁତ ହେବ।

କନ୍ୟା: ଦିନଚର୍ଯ୍ୟାରେ ପରିବର୍ତ୍ତନ କଥା ଭାବିପାରନ୍ତି। କାମ ପାଇଁ ଅଧିକ ପରିଶ୍ରମ କରିବେ ଓ ସମୟ ଦେବେ। ବାଦ-ବିବାଦ ଠାରୁ ଦୂରରେ ରହନ୍ତୁ।

ତୁଳା: ନୂଆ କାର୍ଯ୍ୟରେ ରୁଚି। ଆଗକୁ ବଢ଼ିବା ଲାଗି ଭାଗ୍ୟ ସହାୟକ ହେବ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ। ଜୀବନସାଥୀ ଆପଣଙ୍କ ଭାବନାକୁ ସମ୍ମାନ କରିବେ।

ବିଛା: କାମ ଓ ପରିଶ୍ରମରୁ ଲାଭ। ଚାକିରିଜୀବୀଙ୍କୁ ସହଯୋଗୀଙ୍କ ସାହାଯ୍ୟ ମିଳିବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହିତ ବାହାରକୁ ଯାଇପାରନ୍ତି।

ଧନୁ: ଦିନସାରା ଆତ୍ମବିଶ୍ବାସ‌ଭରା ରହିବେ। ପରିବାର ସଦସ୍ୟଙ୍କ ସହିତ ବୁଝାମଣା ଠିକ୍‌ ରହିବ। ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ।

ମକର: ନିଜ ଭରସା ରଖନ୍ତୁ ଏବ˚ ନିଜ ବୁଦ୍ଧିରେ ଆଗକୁ ବଢ଼ନ୍ତୁ। ପରିଶ୍ରମରୁ ଲାଭ ମିଳିବ। ପୁରୁଣା ବନ୍ଧୁଙ୍କ ସହିତ ମିଶିପାରନ୍ତି। ଭୂସ˚ପତ୍ତି କିଣିବାର ଯୋଗ।

କୁମ୍ଭ: ସାମାଜିକ ସମାରୋହରେ ଭାଗ ନେବେ। ବ୍ୟବସାୟରୁ ପ୍ରଚୁର ଲାଭ। ବହୁମୂଲ୍ୟ ବସ୍ତୁ କିଣିବା ଲାଗି ମନରେ ଆଗ୍ରହ ବଢ଼ିବ।

ମୀନ: ସବୁ କାର୍ଯ୍ୟ ସୁରୁଖୁରୁରେ ସଂପୂର୍ଣ୍ଣ ହେବ। କୌଣସି ବିଶେଷ କାର୍ଯ୍ୟର ସମାଧାନର ସୂତ୍ର ମିଳିଯିବ। ସମାଜରେ ମାନ-ସମ୍ମାନ ବଢ଼ିବ।

ସମ୍ବନ୍ଧିତ ଖବର