ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପୁରୁଣା ବିବାଦର ସମାଧାନ ହୋଇପାରେ। ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ ହୋଇପାରନ୍ତି। ସରକାରୀ ଚାକିରିଆଙ୍କୁ ଅଧିକ ଦାୟିତ୍ବ ମିଳିପାରେ।

ବୃଷ: ନୂଆ ବିଚାର ନେଇ ବନ୍ଧୁଙ୍କ ସହ ଆଲୋଚନା କରିବେ। ବ୍ୟବସାୟରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମିଥୁନ: ସାମାଜିକ କାର୍ଯ୍ୟ ପାଇଁ ଅବସର ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ।

କର୍କଟ: ବନ୍ଧୁ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ସାମାଜିକ କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କର୍ମଜୀବୀ ମହିଳାଙ୍କର ଅସୁବିଧା ଦୂର ହେବ।

ସି˚ହ: ପାରିବାରିକ ସମ୍ପର୍କ ମଜଭୁତ ହେବ। ବ୍ୟବସାୟ ବିସ୍ତାର କରିବେ। ଛାତ୍ରଛାତ୍ରୀମାନେ ପାଠପଢ଼ା ନେଇ ଚିନ୍ତିତ ରହିବେ।

କନ୍ୟା: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ଗରିବଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ତୁଳା: ଯୋଜନା ଅନୁଯାୟୀ କାର୍ଯ୍ୟ ସ˚ପୂର୍ଣ୍ଣ କରିବେ। ବ୍ୟବସାୟ ବିସ୍ତାରିତ ହୋଇପାରେ। ସାମାଜିକ କାର୍ଯ୍ୟ ପାଇଁ ଦାନ କରିବେ।

ବିଛା: ଦିନଟି ବ୍ୟସ୍ତତାରେ କଟିବ। ପୁରୁଣା ଚୁକ୍ତିରୁ ଲାଭ ମିଳିପାରେ। ଘରୋଇ ପ୍ରସଙ୍ଗ ନେଇ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରିବେ।

ଧନୁ: ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ଉତ୍ସରୁ ସାହାଯ୍ୟ ପାଇବେ। କଳାକାରଙ୍କ ପାଇଁ ସୃଜନଶୀଳ ଦିନଟିଏ।

ମକର: ଆପଣଙ୍କର କାମ ସହଜରେ ପୂରା ହୋଇଯିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ମନୋରଂଜନରେ ସମୟ କଟିବ।

କୁମ୍ଭ: ଆପଣ ସୁସ୍ଥ ସବଳ ଅନୁଭବ କରିବେ। ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଉଦ୍ୟମ କରିବେ। ବ୍ୟବସାୟରେ ଅଧିକ ଲାଭ ପାଇବେ।

ମୀନ: ବିବାଦ ଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟ ନେଇ ନୂଆ ଯୋଜନା କରି ପାରନ୍ତି। ବିଜ୍ଞାନ ଛାତ୍ରମାନେ ନୂଆ ବିଷୟରେ ଶିକ୍ଷା ଲାଭ କରିବେ।

 

 

 

 

ସମ୍ବନ୍ଧିତ ଖବର