ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ଅର୍ଥ ଲାଭର ସୁଯୋଗ। ବ୍ୟବସାୟରେ ନୂଆ ଯୋଜନା କରିପାରନ୍ତି। ପ୍ରେମ ସମ୍ପର୍କରେ ମଧୁରତା ବଢ଼ିବ।

ବୃଷ: ଆତ୍ମବିଶ୍ବାସ ବୃଦ୍ଧିି। ବନ୍ଧୁଙ୍କ ଠାରୁ ସହଯୋଗ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବେରୋଜଗାରଙ୍କୁ ନିଯୁକ୍ତି ସୁଯୋଗ।

ମିଥୁନ: ପୂଜାପାଠରେ ଅଧିକ ସମୟ ବିତିବ। କ୍ୟାରିଅରରେ ଉନ୍ନତି ଲାଗି ନୂଆ ପରାମର୍ଶ ମିଳିପାରେ। ବ୍ୟାବସାୟିକ ପରିସର ବଢ଼ିବ। ଅଫିସରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ।

କର୍କଟ: ନୂଆ ଆହ୍ବାନର ସାମ୍ନା କରି‌େବ। ଗୁରୁତ୍ବପୂର୍ଣ୍ଣ ମାମଲାରେ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ମିଳିବ।

ସି˚ହ: ସମସ୍ୟା ସମାଧାନର ବାଟ ମିଳିଯିବ। ବ୍ୟବସାୟରେ ଲାଭ। ଜୀବନସାଥୀଙ୍କ ସହିତ ମଧୁର ସଂପର୍କ। ଅଧୢୟନରେ ଛାତ୍ରଛାତ୍ରୀଙ୍କ ମନ ଲାଗିବ।

କନ୍ୟା: ନିଜ ପ୍ରୟାସରେ ସଫଳ ହେବେ। ଜୀବନସାଥୀଙ୍କ ଠାରୁ ସ୍ନେହପୂର୍ଣ୍ଣ ବ୍ୟବହାର ମିଳିବ। ଛାତ୍ରଙ୍କୁ କ୍ୟାରିରରେ ବଡ଼ ସଫଳତା ମିଳିବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ।

ତୁଳା: ଅଫିସ କାମରେ ରାଜ୍ୟ ବାହାରକୁ ଯାଇପାରନ୍ତି। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ସ˚ପର୍କ ସ୍ଥାପନ କରିବେ। ବ୍ୟବସାୟରେ ବଢ଼ାଇବା ପାଇଁ ଯୋଜନା କରିବେ।

ବିଛା: ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ନୂଆ ଘର ବା ଭୂସ˚ପତ୍ତି କିଣିବାକୁ ଯୋଜନା କରିବେ।

ଧନୁ: ବନ୍ଧୁଙ୍କ ସହାୟତାରେ ଜରୁରୀ କାମ ପୂରା ହେବ। ବ୍ୟବସାୟରେ ପୁରୁଣା ବିବାଦ ତୁଟିବ। ସନ୍ତାନଙ୍କ ଠାରୁ ସୁଖଦ ସମାଚାର ପାଇବେ। ପ୍ରେମ ପ୍ରସଙ୍ଗରେ ସଫଳ ହେବେ।

ମକର: ଉନ୍ନତି ମାର୍ଗ‌ରେ ବାଧା ଦୂର ହେବ। କୌଣସି କ୍ଷେତ୍ରରେ ଅର୍ଥ ନିବେଶ ଲାଭଦାୟକ ରହିବ। ଜୀବନସାଥୀଙ୍କ ସହିତ ମଧୁର ସଂପର୍କ।

କୁମ୍ଭ: ବ୍ୟବସାୟରେ ଧନଲାଭ। ଅଫିସରେ ଭଲ କାମ ପାଇଁ ପଦୋନ୍ନତି ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ତୁଟିବ।

ମୀନ: ଜୀବନସାଥୀଙ୍କ ସହିତ ସମ୍ପର୍କ ଭଲ ରହିବ। ବ୍ୟବସାୟରେ ଲାଭ-କ୍ଷତି ଲାଗି ରହିବ। ପଇସା ନେଣଦେଣ ବେଳେ ସାବଧାନ ରହନ୍ତୁ। ସ୍ବାସ୍ଥ୍ୟ ପ୍ରତି ଧୢାନ ଦିଅନ୍ତୁ।

ସମ୍ବନ୍ଧିତ ଖବର