ମେଷ: ପୂଜା-ପାଠରେ ମନ ଲାଗିବ। ଶୁଭ ଖବର ପାଇବେ। ଅଫିସ କାମରେ ସହର ବାହାରକୁ ଯାତ୍ରା। ବୈବାହିକ ଜୀବନରେ ଖୁସି।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଉପରିସ୍ଥ ଅଧିକାରୀଙ୍କ ସହ ଉତ୍ତମ ବ୍ୟବହାର କରନ୍ତୁ। ରାଜନୈତିକ ପ୍ରଭାବ ବୃଦ୍ଧି। ବ୍ୟବସାୟ ବାବଦରେ ବରିଷ୍ଠଙ୍କ ପରାମର୍ଶ ନେବେ।
ମିଥୁନ: ଠିକ୍ ସମୟରେ ଉଚିତ ନିଷ୍ପତ୍ତି ନେବେ। ସରକାରୀ କାର୍ଯ୍ୟରେ ନେଣଦେଣରେ ଲାଭ। ବ୍ୟକ୍ତିତ୍ବ ପାଇଁ ମାନ-ସମ୍ମାନ ପାଇବେ।
କର୍କଟ: ପ୍ରଭୁଙ୍କୁ ସ୍ମରଣ। ଆତ୍ମସନ୍ତୋଷ ଲାଭ। ବୟୋଜ୍ୟେଷ୍ଠଙ୍କ ପ୍ରତି ଭକ୍ତିଭାବ। ଦାମ୍ପତ୍ୟ ଜୀବନରେ ନିବିଡ଼ତା।
ସି˚ହ: କୌଣସି କାମ ପାଇଁ ସମାଲୋଚିତ ହୋଇପାରନ୍ତି। ପ୍ରତିବାଦ ନ କରି ନିରବ ରହିବା ଶ୍ରେୟସ୍କର। ନିଜ କାର୍ଯ୍ୟରେ ଧୢାନ ରଖନ୍ତୁ। ପ୍ରେମ ପ୍ରସଙ୍ଗରେ ଦିନଟି ଭଲ।
କନ୍ୟା: ଜରୁରୀ କାର୍ଯ୍ୟ ସଂପୂର୍ଣ୍ଣ ହେବ। ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହେବେ। ନୂଆ ଘର ବା ଭୂସ˚ପତ୍ତି କିଣିପାରନ୍ତି।
ତୁଳା: ଆର୍ଥିକ ଲାଭ ଓ ଉନ୍ନତି। ବିରୋଧୀମାନେ ନତମସ୍ତକ ରହିବେ। ଜୀବନସାଥୀଙ୍କୁ ଆପଣଙ୍କ ସରଳତା ପ୍ରଭାବିତ କରିବ।
ବିଛା: କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ମିଶିପାରନ୍ତି। ଆର୍ଥିକ ସମସ୍ୟାର ସମାଧାନ। ଅଫିସରେ ସ୍ଥିତି ମଜଭୁତ।
ଧନୁ: ସାଥୀଙ୍କ ସହଯୋଗରେ ବ୍ୟାବସାୟିକ ପରିସର ବୃଦ୍ଧି ଓ ଲାଭ। ରାଜନୈତିକ ସଂପର୍କ ମଜଭୁତ। ଭୂସ˚ପତ୍ତି କିଣିବାର ଯୋଗ। ପାରିବାରିକ ଜୀବନ ସୁଖପୂର୍ଣ୍ଣ।
ମକର: ପୂର୍ବ ଯୋଜନାର ପରିବର୍ତ୍ତନ କରିପାରନ୍ତି। ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କାର୍ଯ୍ୟ କରିବେ। ବ୍ୟବସାୟ କାମରେ ଦୂର ଯାତ୍ରା।
କୁମ୍ଭ: ବିନା ବାଧାବିଘ୍ନରେ ଜରୁରୀ କାମ ସଂପନ୍ନ ହେବ। ଚାକିରିରେ ଲାଗି ରହିଥିବା ଚିନ୍ତା ଦୂର ହେବ। ବିବାହିତଙ୍କ ପାଇଁ ଦୂର ସ୍ଥାନ ଭ୍ରମଣର ଯୋଗ।
ମୀନ: ସ୍ଥଗିତ କାମ ପୂରା ହେବ। ନୂଆ କାମରୁ ଲାଭବାନ୍ ହେବେ। ମହିଳାମାନଙ୍କ ପାଇଁ ଦିନଟି ଶୁଭଙ୍କର। ରୁଚିପୂର୍ଣ୍ଣ ପରିଧାନ ପ୍ରତି ଧୢାନ ଦିଅନ୍ତୁ।