ଘିକୁଆଁରୀରେ ପ୍ରସ୍ତୁତ ପେଷ୍ଟ୍‍ ଘଷି ଦୁଇଦିନରେ ଦୂର କରନ୍ତୁ ଦାନ୍ତର ମଳିନତା!

0 1,788

 

ଦାନ୍ତ ହଳଦିଆ ବା ମଳିନ ଦିଶିଲେ ଭଲ ଲାଗେ ନାହିଁ। ଏଥି ଯୋଗୁଁ ନାନା ପ୍ରକାର ରୋଗ ମଧ୍ୟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ଲାଗି ଘିକୁଆଁରୀରେ ପ୍ରସ୍ତୁତ ଏକ ପ୍ରାକୃତିକ ପେଷ୍ଟ୍‍ରେ ଦାନ୍ତ ଘଷନ୍ତୁ। ମାତ୍ର ଦୁଇ ଦିନ ମଧ୍ୟରେ ହଳଦିଆ ଦାନ୍ତ ଧଳା ପଡ଼ିଯିବ।

Panda Mobile only

(ବାଡ଼ିରେ କି, କୁଣ୍ଡରେ ଲଗାଯାଇଥିବା ଘିକୁଆଁରିରୁ ଏହି ପେଷ୍ଟ ତିଆରି କରି ହେବ। ଏହାକୁ ପ୍ରସ୍ତୁତି କରିବା ଲାଗି ଏକ ପାତ୍ରରେ ୧ କପ୍‌ ପାଣି, ଅଧ ଚାମଚ ବେକିଙ୍ଗ୍‌ ସୋଡ଼ା,ଏକ ଚାମଚ ଘିକୁଅାଁରି ରସ, ଏକ ଚାମଚ ଗ୍ଲିସେରିନ୍‌ ଓ ଦୁଇ ରୁ ତିନି ବୁନ୍ଦା ଲେମ୍ବୁ ତେଲ ନେଇ ଭଲ ଭାବରେ ଫେଣ୍ଟନ୍ତୁ।)

ଏହି ମିଶ୍ରଣକୁ ରଖି ଦୈନିକ ସେଥିରେ ଦାନ୍ତ ଘଷନ୍ତୁ। ଏହା ଦନ୍ତରୁ ହଳଦିଆପଣ ଦୂର କରିବା ସହ ମାଢ଼ି ଦରଜ ମଧ୍ୟ ଉପସମ କରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.