ଏହି ୫ଟି ଜିନିଷ ନିୟମିତ ନାହିରେ ଲଗାନ୍ତୁ, ତ୍ୱଚାରେ ଆସିବ ଉଜ୍ଜ୍ୱଳତା

 

ଘିଅ: ଘିଅକୁ ନାହିରେ ଲଗାଇଲେ ତ୍ୱାଚା ଜିକ୍କଣ ଓ ଉଜ୍ୱଳ ହୋଇଥାଏ।

 

ମହୁ: ଏହା ଦ୍ୱାରା ବ୍ରଣ ଦୂର ହେବା ସହ ଚେହେରାରୁ ଶୁଷ୍କତା ହ୍ରାସ ପାଇଥାଏ।

 

ଗୋଲାପ ଜଳ: ଏହାକୁ ନାହିରେ ଲଗାଇଲେ ମୁହଁର ଦାଗ ଦୂର ହୋଇଥାଏ ଓ ଚେହେରାରେ ଚମକ ଆସିଥାଏ।

 

ଅଲିଭ ତେଲ: ନାହିରେ ଅଲିଭ ତେଲ ଲଗାଇଲେ ରଙ୍ଗ ଗୋରା ହୋଇଥାଏ ଓ ଚେହେରାର ସାଇନିଙ୍ଗ୍‌ ବଢ଼ିଥାଏ।

 

ଶୋରିଶ ତେଲ: ଏହାକୁ ନାହିରେ ଲଗାଇଲେ ସ୍କିନ୍‌ର ସଫ୍ଟ୍‌ନେସ୍‌ ବଢ଼ିବା ସହିତ ରିଙ୍କଲ୍‌ସ୍‌ରୁ ବଞ୍ଚାଇଥାଏ।

ସମ୍ବନ୍ଧିତ ଖବର