ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି ଓ ସୋମବାର: ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ମଙ୍ଗଳ ଓ ବୁଧବାର: ସବୁ କାମରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ବିବାହିତ ଲୋକଙ୍କ ଲାଗି ସମୟ ଭଲ। ଶନିବାର: ବେପାରରେ ଧନଲାଭ ହେବ।

ବୃଷ: ରବି ଓ ସୋମବାର: କୌଣସି ବଡ଼ ନିର୍ଣ୍ଣୟ ନେଇପାରନ୍ତି। ମଙ୍ଗଳ ଓ ବୁଧବାର: ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ଖୋଦ ଗର୍ବ ଅନୁଭବ କରିବେ। ଶନିବାର: ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ।

ମିଥୁନ: ରବି ଓ ସୋମବାର: ନିଜ ଯୋଜନାରେ ପରିବର୍ତ୍ତନ କରିପାରନ୍ତି। ମଙ୍ଗଳ ଓ ବୁଧବାର: ଘର ଖର୍ଚ୍ଚ ବଢ଼ିପାରେ। ଗୁରୁ ଓ ଶୁକ୍ରବାର: ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ। ଶନିବାର: ଆତ୍ମବିଶ୍ୱାସ ଉଚ୍ଚା ରହିବ।

କର୍କଟ: ରବି ଓ ସୋମବାର: ଧନଲାଭ ହେବ। ମଙ୍ଗଳ ଓ ବୁଧବାର: ଅଧିକାରୀ ମାନଙ୍କ ସହଯୋଗ ପାଇବେ। ଗୁରୁ ଓ ଶୁକ୍ରବାର: ଜରୁରୀ କାମ ପାଇଁ ଊର୍ଜାକୁ ଏକତ୍ର କରି ରଖନ୍ତୁ। ଶନିବାର: ପ୍ରେମରେ ସଫଳତା ମିଳିବ।

ସି˚ହ: ରବି ଓ ସୋମବାର: ଉନ୍ନତିର ରାସ୍ତା ଖୋଲିବ। ମଙ୍ଗଳ ଓ ବୁଧବାର: ବ୍ୟାବସାୟିକ ଯାତ୍ରା ଲାଭପ୍ରଦ ହେବ। ଗୁରୁ ଓ ଶୁକ୍ରବାର: କ୍ୟାରିୟରରେ ସଫଳତା ସୁନିଶ୍ଚିତ ହେବ। ଶନିବାର: ବୈବାହିକ ଜୀବନ ଖୁସିଭରା ରହିବ।

କନ୍ୟା: ରବି ଓ ସୋମବାର: ଆପଣଙ୍କୁ ପରିଶ୍ରମ ଅନୁସାରେ ଫଳ ମିଳିବ। ମଙ୍ଗଳ ଓ ବୁଧବାର: ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଗୁରୁ ଓ ଶୁକ୍ରବାର: ଧନ ପ୍ରାପ୍ତିର ଯୋଗ ରହିଛି। ଶନିବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ।

ତୁଳା:ରବି ଓ ସୋମବାର: ପ୍ରୟାସରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ। ଗୁରୁ ଓ ଶୁକ୍ରବାର: ରାଜନୀତିରେ ଭଲ ଛବି ଗଢ଼ଣ ହେବ। ଶନିବାର: ଆର୍ଥିକ ସ୍ଥିତି ମଜଭୁତ ହେବ।

ବିଛା:ରବି ଓ ସୋମବାର: ସମାଜରେ ମାନସମ୍ମାନ ବଢ଼ିବ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ପ୍ରଚୁର ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: ପରିବାର ଲୋକଙ୍କ ସହିତ ମିଶିବା ହେତୁ ଖୁସି ହେବେ। ଶନିବାର: ଆୟ ବଢ଼ିବ।

ଧନୁ: ରବି ଓ ସୋମବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ। ମଙ୍ଗଳ ଓ ବୁଧବାର: ଶିକ୍ଷକଙ୍କ ଲାଗି ସଫଳତାର ସମୟ। ଗୁରୁ ଓ ଶୁକ୍ରବାର: ସାମାଜିକ ପଦ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: କୌଣସି ଖାସ୍‌ ଖବର ମିଳିବ।

ମକର: ବ୍ୟରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ଧର୍ମ ପ୍ରତି ଆସ୍ଥା ବଢ଼ିବ। ଗୁରୁ ଓ ଶୁକ୍ରବାର: ଅଫିସ୍‌ରେ ଦାୟିତ୍ଵପୂର୍ଣ୍ଣ କାମ ମିଳିବ। ଶନିବାର: ନୂଆ ସଉଦା କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ନ୍ତୁ।

କୁମ୍ଭ: ରବି ଓ ସୋମବାର: ବ୍ୟବସାୟରେ ଲାଭ ମିଳିବ। ମଙ୍ଗଳ ଓ ବୁଧବାର: ପଇସା ସମ୍ବନ୍ଧୀୟ କୌଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ। ଗୁରୁ ଓ ଶୁକ୍ରବାର: ପ୍ରତିଟି କାମରେ ସଫଳତା ମିଳିବ। ଶନିବାର: ଆୟ ବଢ଼ିବ।

ମୀନ:ରବି ଓ ସୋମବାର: ଶତ୍ରୁଙ୍କୁ ପରାସ୍ତ କରିବେ। ମଙ୍ଗଳ ଓ ବୁଧବାର: କାରବାରରେ ଲାଭର ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟ ବ୍ୟସ୍ତତାରେ ରହିବେ। ଶନିବାର: ମନରେ ଶାନ୍ତି ବଜାୟ ରହିବ।

ସମ୍ବନ୍ଧିତ ଖବର