ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି ଓ ସୋମବାର: ନୂଆ ପ୍ରସ୍ତାବ ଓ ପରିଯୋଜନା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ବ୍ୟବସାୟର ଗତିବିଧି ପରିବର୍ତ୍ତନ ହେବ।

 

ବୃଷ:ରବି ଓ ସୋମବାର: ନୂଆ କାମରେ ରୁଚି ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଦାୟିତ୍ଵ ବଢ଼ିବ ଏବଂ ଧନର ଆଗମନ ହେବ।

ମିଥୁନ: ରବି ଓ ସୋମବାର: କାମ ପ୍ରତି ଉତ୍ସାହ ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ଶୁକ୍ର ଓ ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆୟ ବୃଦ୍ଧି ହେବ।

 

କର୍କଟ: ରବି ଓ ସୋମବାର: ମନ ଚାହୁଥିବା ସଫଳତା ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ସୁଖସୁବିଧା ପାଇଁ ଖର୍ଚ୍ଚ କରିବେ। ଶୁକ୍ର ଓ ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ ଏବଂ ସମାଜରେ ମାନସମ୍ମାନ ପାଇବେ।

 

ସିଂହ: ରବି ଓ ସୋମବାର: ଅଚାନକ ଧନଲାଭ ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଘରର ବାତାବରଣ ଠିକ୍‌ ରହିବ। ଶୁକ୍ର ଓ ଶନିବାର: ଇଚ୍ଛା ପୂରା କରିବା ଲାଗି ପ୍ରୟାସ ସଫଳ ହେବ।

 

କନ୍ୟା: ରବି ଓ ସୋମବାର: ସବୁ ସମସ୍ୟାର ସମାଧାନ ହୋଇଯିବ। ମଙ୍ଗଳ, ବୁଧ ଓ ଗୁରୁବାର: ନୂଆ ଅନୁବନ୍ଧ ମିଳିପାରେ। ଶୁକ୍ର ଓ ଶନିବାର: କାର୍ଯ୍ୟରେ ସଫଳତା ମିଳିବ ଏବଂ ଦାମ୍ପତ୍ୟ ଜୀବନ ସୁଖଦ ରହିବ।

 

ତୁଳା:ରବି ଓ ସୋମବାର: କୌଣସି ନୂଆ ସୁଯୋଗ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଶୁକ୍ର ଓ ଶନିବାର: ନିଜ ପ୍ରତିଭାରୁ ବଡ଼ ଲାଭ ହେବ ଏବଂ ବିବାହ ପାଇଁ ନିଷ୍ପତ୍ତି ନେଇପାରନ୍ତି।

 

 

ବିଛା: ରବି ଓ ସୋମବାର: ମନସ୍କାମନା ପୂରା ହେବ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ଉଚ୍ଚପଦ ପ୍ରାପ୍ତ ହେବ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।

 

ଧନୁ: ରବି ଓ ସୋମବାର: କୌଣସି ବଡ଼ ସଫଳତା ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର ବ୍ୟବସାୟରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ସାମାଜିକ କାର୍ଯ୍ୟରେ ଯୋଗ ଦେବେ ଏବଂ ନୂଆ ସମ୍ବନ୍ଧ ଆରମ୍ଭ ହେବ।

 

ମକର:ରବି ଓ ସୋମବାର: ପରିବାରରେ ସମ୍ମାନ ମିଳିବ। ମଙ୍ଗଳ, ବୁଧ ଓ ଗୁରୁବାର: ଭାବିଥିବା କାମରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ମନର ଆଶା ପୂରା ହେବ ଏବଂ ବ୍ୟବସାୟର ନୂଆ ଦିଶା ମିଳିବ।

 

କୁମ୍ଭ: ରବି ଓ ସୋମବାର: ପରିବାର ସହିତ ସମୟ ଖୁସିରେ କଟିବ। ମଙ୍ଗଳ, ବୁଧ ଓ ଗୁରୁବାର: ରାଜନୀତିରେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ଭଲ ରହିବ। ଶୁକ୍ର ଓ ଶନିବାର: ଆର୍ଥିକ ସ୍ଥିତି ଠିକ୍‌ ରହିବ।

 


ମୀନ: ରବି ଓ ସୋମବାର: ଅଫିସ୍‌ରେ ଲାଗି ରହିଥିବା ବିଶୃଙ୍ଖଳା ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ସାଥୀଙ୍କ ପ୍ରତି ସ୍ନେହ ଓ ପ୍ରେମଭାବ ରହିବ। ଶୁକ୍ର ଓ ଶନିବାର: କାମରେ ସଫଳତା ମିଳିବ।

ସମ୍ବନ୍ଧିତ ଖବର