ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ବେପାରରେ ଉନ୍ନତି। ମଙ୍ଗଳ ଓ ବୁଧବାର: ମାନପ୍ରତିଷ୍ଠା ବୃଦ୍ଧି ହେବ। ଗୁରୁ ଓ ଶୁକ୍ରବାର: ପ୍ରେମ ପ୍ରସ୍ତାବ ମିଳିପାରେ। ଶନିବାର: ପରିଶ୍ରମର ସୁଫଳ ପାଇବେ।

ରବି ଓ ସୋମବାର: ଆଗକୁ ବଢ଼ିବା ଲାଗି ସମୟ। ମଙ୍ଗଳ ଓ ବୁଧବାର: ମିତ୍ରଙ୍କ ସହିତ ସାକ୍ଷାତ ଆଲୋଚନା। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ବେପାରରେ ଉନ୍ନତି ହେବ।

ରବି ଓ ସୋମବାର: ଆଗକୁ ବଢ଼ିବା ଲାଗି ସମୟ। ମଙ୍ଗଳ ଓ ବୁଧବାର: ମିତ୍ରଙ୍କ ସହିତ ସାକ୍ଷାତ ଆଲୋଚନା। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ବେପାରରେ ଉନ୍ନତି ହେବ।

ରବି ଓ ସୋମବାର: ଆୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ନୂଆ କାମର ଯୋଜନା ପ୍ରସ୍ତୁତ କରିବେ। ଗୁରୁ ଓ ଶୁକ୍ରବାର: ପ୍ରେମୀ ଯୁଗଳଙ୍କ ଲାଗି ସମୟ ଭଲ। ଶନିବାର: ଉପାର୍ଜନ ଲାଗି ସୁଯୋଗ ଆସିବ।

ରବି ଓ ସୋମବାର: ମାନସମ୍ମାନରେ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ପ୍ରଗତି ହେବ। ଶନିବାର: ଘରକୁ ଅତିଥି ଆସିବେ।

ରବି ଓ ସୋମବାର: ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ ଓ ବୁଧବାର: ସାମାଜିକ କାର୍ଯ୍ୟରେ ସଫଳତା ମିଳିବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧ ଭଲ ରହିବ। ଶନିବାର: ବେପାର ବୃତ୍ତିରେ ମନ ଲାଗିବ।

ରବି ଓ ସୋମବାର: ଧନଲାଭର ସୁଯୋଗ। ମଙ୍ଗଳ ଓ ବୁଧବାର: ଚାକିରିଜୀବୀଙ୍କୁ ଖୁସି ଖବର ମିଳିପାରେ। ଗୁରୁ ଓ ଶୁକ୍ରବାର: ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ଶନିବାର: ବେପାରରେ ପ୍ରଗତି।

ରବି ଓ ସୋମବାର: ଅଫିସ୍‌ରେ ବଡ଼ କାମର ଦାୟିତ୍ଵ ମିଳିପାରେ। ମଙ୍ଗଳ ଓ ବୁଧବାର: ଧନଲାଭର ସୁଯୋଗ। ଗୁରୁ ଓ ଶୁକ୍ରବାର: ବୈବାହିକ ଜୀବନ ଖୁସିଭରା ରହିବ। ଶନିବାର: ଖୁସି ଖବର ପାଇବେ।

ରବି ଓ ସୋମବାର: ନୂଆ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ମିଳିବ। ଗୁରୁ ଓ ଶୁକ୍ରବାର: କୌଣସି କାମରୁ ଲାଭ ହେବ। ଶନିବାର: ଦାମ୍ପତ୍ୟ ସମ୍ବନ୍ଧ ଭଲ ରହିବ।

ରବି ଓ ସୋମବାର: ନୂଆ ସୁଯୋଗ ସମ୍ମୁଖକୁ ଆସିବ। ମଙ୍ଗଳ ଓ ବୁଧବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: ବେପାରେ ଉନ୍ନତି। ଶନିବାର: ସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ରବି ଓ ସୋମବାର: ଦାମ୍ପତ୍ୟ ଜୀବନ ମଧୁର ରହିବ। ମଙ୍ଗଳ ଓ ବୁଧବାର: କ୍ୟାରିୟର୍‌ରେ ଉଢ଼ାଣ ଗଢ଼ାଣ ଆସିପାରେ। ଗୁରୁ ଓ ଶୁକ୍ରବାର: ମନରେ ନୂଆ ନୂଆ ବିଚାର ଆସିବ। ଶନିବାର: ଖୁସିରେ ବୃଦ୍ଧି ହେବ।

ରବି ଓ ସୋମବାର: ଅର୍ଥ ମାମଲାରେ ଲାଭ ହେବ। ମଙ୍ଗଳ ଓ ବୁଧବାର: ବହୁ ଦିନର ଆଶା ପୂରଣ ହେବ। ଗୁରୁ ଓ ଶୁକ୍ରବାର: ପ୍ରଗତିରେ ଅବରୋଧ। ଶନିବାର: ପ୍ରଭୁଙ୍କ ପ୍ରତି ଆସ୍ଥା ବଢ଼ିବ।

ସମ୍ବନ୍ଧିତ ଖବର