ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ପରିଶ୍ରମରେ ଉଚିତ ଫଳ ପାଇବେ। ମଙ୍ଗଳ ଓ ବୁଧବାର: କିଛି ଘରୋଇ ସାମଗ୍ରୀ କିଣିବେ। ଗୁରୁ ଓ ଶୁକ୍ରବାର: ପ୍ରିୟଜନ ମିଳନ। ଶନିବାର: ପାରିବାରିକ ସମସ୍ୟାର ସମାଧାନ ବାହାରିବ।

ରବି ଓ ସୋମବାର: ଆର୍ଥିକ ଲାଭ ହେବ। ମଙ୍ଗଳ ଓ ବୁଧବାର: ଦାୟିତ୍ଵକୁ ପୂରା କରିବାରେ ସଫଳ ହେବେ। ଗୁରୁ ଓ ଶୁକ୍ରବାର: ସ୍ୱାସ୍ଥ୍ୟ ପ୍ରତି ସତର୍କ ରହନ୍ତୁ। ଶନିବାର: ବନ୍ଧୁତାର ସମ୍ବନ୍ଧ ମଜଭୁତ ହେବ।

ରବି ଓ ସୋମବାର: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମଙ୍ଗଳ ଓ ବୁଧବାର: ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ଦାୟିତ୍ଵକୁ ପୂରା କରିବେ। ଶନିବାର: ବେପାରରେ ଲାଭ ହେବ।

ରବି ଓ ସୋମବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ମଙ୍ଗଳ ଓ ବୁଧବାର: ନିଜର ସଫଳତାକୁ ନେଇ ଆଶ୍ୱସ୍ତ ରହିବେ। ଗୁରୁ ଓ ଶୁକ୍ରବାର: ଶିକ୍ଷକଙ୍କର ପୂରା ସହଯୋଗ ପାଇବେ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ଆୟ ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ସମ୍ବନ୍ଧ ଓ କାମ ମଧ୍ୟରେ ତାଳମେଳ ବଜାୟ ରହିବ। ଗୁରୁ ଓ ଶୁକ୍ରବାର: ବ୍ୟବସାୟରେ ବିକ୍ରୀ ବଢ଼ିବ। ଶନିବାର: ଛାତ୍ରଙ୍କୁ ବଢ଼ିଆ ପରିଣାମ ମିଳିବ।

ରବି ଓ ସୋମବାର: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗିବ। ମଙ୍ଗଳ ଓ ବୁଧବାର: ପଇସା ମାମଲାରେ ଲାଭ ହେବ। ଗୁରୁ ଓ ଶୁକ୍ରବାର: ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଶନିବାର: ସ୍ୱାସ୍ଥ୍ୟ ଭଲ ରହିବ।

ରବି ଓ ସୋମବାର: ରୋଜଗାରର ନୂଆ ଅବସର ମିଳିବ। ମଙ୍ଗଳ ଓ ବୁଧବାର: ଆପଣଙ୍କର ସଫଳତା ସୁନିଶ୍ଚିତ ହେବ। ଗୁରୁ ଓ ଶୁକ୍ରବାର: କୌଣସି କାମରେ ଫାଇଦା ହେବ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ମଙ୍ଗଳ ଓ ବୁଧବାର: କାମଧନ୍ଦାରେ ଲାଭ ମିଳିବ। ଗୁରୁ ଓ ଶୁକ୍ରବାର: କାର୍ଯ୍ୟ କ୍ଷେତ୍ରରେ ଖୁବ୍‌ ପରିଶ୍ରମ କରିବେ। ଶନିବାର: ଦାମ୍ପତ୍ୟ ଜୀବନରେ ମିଷ୍ଟତା ବଢ଼ିବ।

ରବି ଓ ସୋମବାର: ବୃତ୍ତିରେ ଭଲ ପ୍ରଦର୍ଶନ କରିବେ। ମଙ୍ଗଳ ଓ ବୁଧବାର: ପୁରୁଣା ଝଞ୍ଜଟ ଠାରୁ ଦୂରରେ ରହନ୍ତୁ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ପାଇବେ। ଶନିବାର: କାମ ପ୍ରତି ସକ୍ରିୟ ରହିବେ।

ରବି ଓ ସୋମବାର: ବୃତ୍ତିରେ ଭଲ ପ୍ରଦର୍ଶନ କରିବେ। ମଙ୍ଗଳ ଓ ବୁଧବାର: ପୁରୁଣା ଝଞ୍ଜଟ ଠାରୁ ଦୂରରେ ରହନ୍ତୁ। ଗୁରୁ ଓ ଶୁକ୍ରବାର: ବେପାରରେ ଲାଭ ପାଇବେ। ଶନିବାର: କାମ ପ୍ରତି ସକ୍ରିୟ ରହିବେ।

ରବି ଓ ସୋମବାର: ଧନସଂପତ୍ତି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଆତ୍ମବିଶ୍ୱାସର ସ୍ତର ଠିକ୍‌ ରହିବ। ବୁଧ ଓ ଗୁରୁବାର: କିଛି ଲୋକ ଆପଣଙ୍କ କାମରେ ସାହାଯ୍ୟ କରିବେ। ଶନିବାର: ଖର୍ଚ୍ଚ ବଢ଼ିପାରେ।

ରବି ଓ ସୋମବାର: ଲୋକଙ୍କୁ ସାହାଯ୍ୟ କରିବେ। ମଙ୍ଗଳ ଓ ବୁଧବାର: ଅର୍ଥ ନୂଆ ସ୍ରୋତରେ ଲଗାଇବେ। ଗୁରୁ ଓ ଶୁକ୍ରବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଶନିବାର: ନୂଆ ଊର୍ଜାରେ ଭରି ରହିବେ।

ସମ୍ବନ୍ଧିତ ଖବର