ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଧନଲାଭର ନୂଆ ସୁଯୋଗ। ମଙ୍ଗଳ ଓ ବୁଧବାର: ବ୍ୟବସାୟରେ ଉନ୍ନତି ହେବ। ଗୁରୁ ଓ ଶୁକ୍ରବାର: ଛାତ୍ରଙ୍କ ଲାଗି ସମୟ ଠିକ୍‌ ରହିବ। ଶନିବାର: ସୁସମ୍ବାଦ ପାଇବେ।

ରବି ଓ ସୋମବାର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ ଓ ବୁଧବାର: ନୂଆ ଦାୟିତ୍ଵ ମିଳିପାରେ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: କୌଣସି ଖୁସି ଖବର ପାଇବେ।

ରବି ଓ ସୋମବାର: ଅର୍ଥ ଚିନ୍ତା ଦୂର ହେବ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନ ବଢ଼ିଆ ରହିବ। ଗୁରୁ ଓ ଶୁକ୍ରବାର: ନୂଆ କାମ ଅରମ୍ଭ କରିପାରନ୍ତି। ଶନିବାର: ଛାତ୍ରଛାତ୍ରୀଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: ଆଗକୁ ବଢ଼ିବା ପାଇଁ ଭଲ ସମୟ। ମଙ୍ଗଳ ଓ ବୁଧବାର: ଧନଲାଭ ହେବ। ଗୁରୁ ଓ ଶୁକ୍ରବାର: ବନ୍ଧୁଠାରୁ ସାହାଯ୍ୟ ମିଳିପାରେ। ଶନିବାର: ପ୍ରତିଷ୍ଠା ବୃଦ୍ଧି ଲାଗି ସୁଯୋଗ ମିଳିବ।

ରବି ଓ ସୋମବାର: ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ ଓ ବୁଧବାର: ଆପଣଙ୍କର ଗରିମା ବଢ଼ିବ। ଗୁରୁ ଓ ଶୁକ୍ରବାର: ବେପାର ବୃତ୍ତିରେ ମନ ଲାଗିବ। ଶନିବାର: ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ରବି ଓ ସୋମବାର: ରାଜନୀତିରେ ସଫଳତା ମିଳିବ। ମଙ୍ଗଳ ଓ ବୁଧବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଗୁରୁ ଓ ଶୁକ୍ରବାର: ପରିବାରରେ ସୁଖଶାନ୍ତି ବଢ଼ିବ। ଶନିବାର: କାରବାରରେ ଲାଭ ହେବ।

ରବି ଓ ସୋମବାର: ଚାକିରିରେ ପ୍ରମୋସନ୍‌ ମିଳିପାରେ। ମଙ୍ଗଳ ଓ ବୁଧବାର: ପୁରୁଣା ମିତ୍ରଙ୍କ ସହିତ ଭେଟ ହେବ। ଗୁରୁ ଓ ଶୁକ୍ରବାର: ଖର୍ଚ୍ଚ ବଢ଼ିପାରେ। ଶନିବାର: ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ରବି ଓ ସୋମବାର: ଧର୍ମ କାର୍ଯ୍ୟରେ ରୁଚି ବଢ଼ିବ। ମଙ୍ଗଳ ଓ ବୁଧବାର: ଚାକିରିରେ ଉନ୍ନତି ଯୋଗ। ଗୁରୁ ଓ ଶୁକ୍ରବାର: ଧନଲାଭ ହେବ। ଶନିବାର: ପ୍ରେମରେ ସଫଳତା ମିଳିବ।

ରବି ଓ ସୋମବାର: କ୍ୟାରିୟର ପାଇଁ ପ୍ଲାନିଙ୍ଗ୍‌ କରିବେ। ମଙ୍ଗଳ ଓ ବୁଧବାର: ଧର୍ମକର୍ମରେ ରୁଚି ବଢ଼ିବ। ଗୁରୁ ଓ ଶୁକ୍ରବାର: ବଡ଼ଙ୍କ ପ୍ରତି ବ୍ୟବହାର ଭଲ ରହିବ। ଶନିବାର: ଧନଲାଭ ହେବ।

ରବି ଓ ସୋମବାର: ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ ଓ ବୁଧବାର: ଜୀବିକାରେ ପରିବର୍ତ୍ତନ ଆଣିବେ। ଗୁରୁ ଓ ଶୁକ୍ରବାର: ଖୁସି ଖବର ପାଇବେ। ଶନିବାର: ଆୟ ବଢ଼ିବ।

ରବି ଓ ସୋମବାର: ନୂଆ ସ୍ରୋତରୁ ଧନ ପ୍ରାପ୍ତି ହେବ। ମଙ୍ଗଳ ଓ ବୁଧବାର: ବୈବାହିକ ଜୀବନରେ ଖୁସି ବଢ଼ିବ। ଗୁରୁ ଓ ଶୁକ୍ରବାର: ପୁରୁଣା ଝଞ୍ଜଟଠାରୁ ଦୂରେଇ ରହନ୍ତୁ। ଶନିବାର: ସୁସମ୍ବାଦ ପାଇବେ।

ରବି ଓ ସୋମବାର: ଅର୍ଥ ଉପାର୍ଜନ ଲାଗି ସୁଯୋଗ ମିଳିବ। ମଙ୍ଗଳ ଓ ବୁଧବାର: ଶତ୍ରୁଙ୍କୁ ପରାସ୍ତ କରିବେ। ଗୁରୁ ଓ ଶୁକ୍ରବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶନିବାର: ମନ ଉଦାସ ରହିବ।

ସମ୍ବନ୍ଧିତ ଖବର