ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଅର୍ଥ ଚିନ୍ତା ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବୈବାହିକ ଜୀବନ ଭଲ ରହିବ। ଶୁକ୍ର ଓ ଶନିବାର: ପତ୍ନୀଙ୍କ ସହଯୋଗ ପାଇବେ ଏବଂ ପଦୋନ୍ନତିର ସୁଯୋଗ।

ରବି ଓ ସୋମବାର: ଆଗକୁ ବଢ଼ିବା ପାଇଁ ଭଲ ସମୟ। ମଙ୍ଗଳ, ବୁଧ ଓ ଗୁରୁବାର: ବ୍ୟବସାୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର: ଧନ ପ୍ରାପ୍ତି ଏବଂ ସାହିତ୍ୟ ଆଦିରେ ରୁଚି ବଢ଼ିବ।

ରବି ଓ ସୋମବାର: ଖର୍ଚ୍ଚ ବଢ଼ିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ପ୍ରୟାସରେ ସଫଳତା ମିଳିବ। ଶୁକ୍ର ଓ ଶନିବାର: ଅଧୁରା କାମ ପୂରା ହେବ ଏବଂ ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ରବି ଓ ସୋମବାର: ଭାଗ୍ୟ ଆପଣଙ୍କୁ ବହୁତ କିଛି ଦେବ। ମଙ୍ଗଳ, ବୁଧ ଓ ଗୁରୁବାର: ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଶୁକ୍ର ଓ ଶନିବାର: ପରିବାରରେ ସୁଖଶାନ୍ତି ବଢ଼ିବ ଏବଂ କାରବାରରେ ଲାଭ ହେବ।

 ରବି ଓ ସୋମବାର: ଚାକିରିରେ ପଦୋନ୍ନେତି ମିଳିପାରେ। ମଙ୍ଗଳ, ବୁଧ ଓ ଗୁରୁବାର: ପ୍ରେମ ପ୍ରସଙ୍ଗରେ ସଫଳତା ପାଇବେ। ଶୁକ୍ର ଓ ଶନିବାର: ଆୟ ଅପେକ୍ଷା ଖର୍ଚ୍ଚ ଅଧିକ ହେବ।

ରବି ଓ ସୋମବାର: ଦୀର୍ଘ ଦିନର ଚିନ୍ତା ଦୂର ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବେପାର ବୃତ୍ତିରେ ଉନ୍ନତି ହେବ। ଶୁକ୍ର ଓ ଶନିବାର: ଆର୍ଥିକ ଲାଭ ଏବଂ ପ୍ରେମରେ ସଫଳତା ମିଳିବ।

ରବି ଓ ସୋମବାର: ଜୀବିକା କାର୍ଯ୍ୟ ପାଇଁ ଯୋଜନା କରିବେ। ମଙ୍ଗଳ, ବୁଧ ଓ ଗୁରୁବାର ଧର୍ମକର୍ମରେ ରୁଚି ବଢ଼ିବ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ରବି ଓ ସୋମବାର: ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ଆୟ ଅନୁପାତରେ ଖର୍ଚ୍ଚ ଅଧିକ ହେବ। ଶୁକ୍ର ଓ ଶନିବାର: ନୂଆ ଚାକିରି ମିଳିବାର ଯୋଗ ରହିଛି।

ରବି ଓ ସୋମବାର: ନୂଆ ସ୍ରୋତରୁ ଧନ ପ୍ରାପ୍ତି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ବୈବାହିକ ଜୀବନରେ ଖୁସି ବଢ଼ିବ। ଶୁକ୍ର ଓ ଶନିବାର: କାର୍ଯ୍ୟ କ୍ଷେତ୍ରରେ ବାଧା ଆସିପାରେ ଏବଂ ଖର୍ଚ୍ଚ ବଢ଼ିବ।

ରବି ଓ ସୋମବାର: ଆୟ ବୃଦ୍ଧି ହେବ। ମଙ୍ଗଳ, ବୁଧ ଓ ଗୁରୁବାର: ମାନସମ୍ମାନ ଓ ଉପହାର ପାଇବେ। ଶୁକ୍ର ଓ ଶନିବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

ରବି ଓ ସୋମବାର: ଧନଲାଭର ନୂଆ ସୁଯୋଗ। ମଙ୍ଗଳ, ବୁଧ ଓ ଗୁରୁବାର: ସାମାଜିକ କ୍ଷେତ୍ରରେ ଯଶ ମିଳିବ। ଶୁକ୍ର ଓ ଶନିବାର: ସୁସମ୍ବାଦ ପାଇବେ ଏବଂ ଛାତ୍ରଙ୍କ ଲାଗି ସମୟ ଭଲ।

ରବି ଓ ସୋମବାର: ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ମଙ୍ଗଳ, ବୁଧ ଓ ଗୁରୁବାର: କୌଣସି ନୂଆ ସୁଯୋଗ ମିଳିବ। ଶୁକ୍ର ଓ ଶନିବାର: ମନୋବଳ ଦୃଢ଼ ରହିବ ଏବଂ ଧନଲାଭ ହେବ।

ସମ୍ବନ୍ଧିତ ଖବର