କାହିଁକି ଏତେ ଜରୁରୀ କ୍ୟାଲ୍‌ସିୟମ୍‌? ଶରୀର ପାଇଁ କାହିଁକି ଆବଶ୍ୟକ କ୍ୟାଲ୍‌ସିୟମ୍‌ ଓ କେଉଁ ରୋଗ ହୋଇଥାଏ କ୍ୟାଲ୍‌ସିୟମ୍‌ହୀନତାରୁ ଜାଣନ୍ତୁ…

0 1,632

ସାଧାରଣତଃ ଲୋକେ ଭାବନ୍ତି କ୍ୟାଲ୍‌ସିୟମ୍‌ହୀନତା ପାଇଁ ହାଡ଼ ଦୁର୍ବଳ ହୋଇଥାଏ। କିନ୍ତୁ ଏହାର ଅଭାବ ହାଡ଼ ବ୍ୟତୀତ ଆହୁରି ଅନେକ ରୋଗର ଆଶଙ୍କା ବଢ଼ିଥାଏ। ଏବଂ ଏହାର ଅଭାବକୁ ପୂରଣ କରିବା ପାଇଁ କେବଳ କ୍ଷୀର ଓ ଦହି ବ୍ୟତୀତ ଆହୁରି ଅନେକ ଜିନିଷ ଖାଇବାରେ ଫାଇଦା ହୋଇଥାଏ। କ୍ୟାଲ୍‌ସିୟମ୍‌ର ଅଭାବ ହେତୁ ହେଉଥିବା ୩ଟି ରୋଗ ଓ ଏହା କିଭଳି ଦୂର ହେବ ସେ ସଂପର୍କରେ ଜାଣନ୍ତୁ।

ମାଂସପେଶୀ ଟାଇଟ୍‌ ସହ ଦରଜ ହେବା
ନଖ ବାରମ୍ବାର ଛିଣ୍ଡିବା
ଅଣ୍ଟା ଦରଜ ଲାଗି ରହିବା
ନିଦ ନ ହେବା
ଷ୍ଟ୍ରେସ୍‌ ରହିବା

କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହେବାରୁ ଶରୀରରେ ରକ୍ତ ସଞ୍ଚାଳନ ଠିକ୍‌ ଭାବେ ହୋଇ ନ ଥାଏ। ଏହା ଯୋଗୁଁ ହୃଦ୍‌ଘାତର ଆଶଙ୍କା ବଢ଼ିଯାଏ।

ଏଥିରୁ ଶରୀରର ରୋଗପ୍ରତିରୋଧକ ଶକ୍ତି କମ୍‌ ହୋଇଯାଏ। ବାରମ୍ବାର ସର୍ଦ୍ଦି, ଜ୍ୱର ଓ କାଶ ହୋଇପାରେ।

 

କ୍ୟାଲ୍‌ସିୟମ୍‌ର ମାତ୍ରା କମ୍‌ ହେବାରୁ ଦାନ୍ତ, ହାଡ଼ ଦୂର୍ବଳ ହେବା ସହ ଗଣ୍ଠି ଦରଦ ହୋଇଥାଏ।

କ୍ୟାଲ୍‌ସିୟମ୍‌ର ମାତ୍ରା ଶରୀରରେ ବଢ଼େଇବେ କେମିତି….

ଡାଲି: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୯୭୫ ମି.ଗ୍ରା.

 

ଛେନା: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୭୨୧ ମି.ଗ୍ରା.

ସୋୟାବିନ: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୨୭୭ ମି.ଗ୍ରା.

 

ବାଦାମ: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୨୬୪ ମି.ଗ୍ରା.

ରାଜମା: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୧୪୩ ମି.ଗ୍ରା.

 

କାବୁଲି ଚଣା: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୧୦୫ ମି.ଗ୍ରା.

ଗହମ ଜାତୀୟ ଦ୍ରବ୍ୟ: କ୍ୟାଲ୍‌ସିମୟ୍‌ ମାତ୍ରା: ୧୦୦ ଗ୍ରାମ୍‌ରେ ୧୦୩ ମି.ଗ୍ରା.

ସମ୍ବନ୍ଧିତ ଖବର

Leave A Reply

Your email address will not be published.