ଇରାକୀ ମହିଳାଙ୍କ ପରି ସୁନ୍ଦର ଦେଖାଯିବାକୁ ଚାହୁଁଛନ୍ତି କି?

ସୁନ୍ଦର ଦେଖାଯିବା ଲାଗି ଇରାକୀ ମହିଳା ଅନୁସରଣ କରୁଥିବା ୮ଟି ସୂତ୍ର ବିଷୟରେ ଜାଣନ୍ତୁ....

ଇରାକର ମହିଳାମାନେ ସୁନ୍ଦରୀ ଦେଖାଯିବା ପାଇଁ ଯଥେଷ୍ଟ ଯତ୍ନ ନେଇଥା’ନ୍ତି। ସେମାନେ ତାଙ୍କ ସୌନ୍ଦର୍ଯ୍ୟ ଓ ଶରୀରର ଢାଞ୍ଚାକୁ ଆକର୍ଷଣୀୟ କରି ରଖିିବା ପାଇଁ ବହୁତ ମାତ୍ରାରେନ୍ୟୁଟ୍ରିସନ୍‌ ଥିବା ଖାଦ୍ୟ ଖାଇଥା’ନ୍ତି। ଏଥିରେ ତାଙ୍କ ତ୍ୱଚା ଉଜ୍ଜ୍ୱଳ ହେବା ସହ କେଶ ମଧ୍ୟ ଉଜ୍ଜ୍ୱଳ ରହିଥାଏ। ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ଦ୍ୱାରା ଇରାକ୍‌ୀ ମହିଳାଙ୍କ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଆମେ ସବୁବେଳେ ଚିନ୍ତା କରୁଥିବା କି କ’ଣ ଖାଇ ଇରାକୀ ମହିଳାମାନେ ଏତେ ସୁନ୍ଦର ଦେଖାଯାଆନ୍ତି।

sambad.in  |  Courtesy: bhaskar.com

ସମ୍ବନ୍ଧିତ ଖବର