ଭୁବନେଶ୍ବର : ରାଜଧାନୀରେ ଥିବା ୧୧ଟି ଆହାର କେନ୍ଦ୍ର ମଧ୍ୟରୁ କୌଣସି ଗୋଟିକରେ ବି ଅଧ କେଜି ପ୍ଲାଷ୍ଟିକ୍ ବର୍ଜ୍ୟ ଦେଇ ଯେ କେହି ବି ଗୋଟିଏ ଆହାର ମିଲ୍ ଖାଇପାରିବେ। ବିଏମ୍ସି ପକ୍ଷରୁ ଏହି ସୁବିଧା ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି।
ବିଏମ୍ସି ପକ୍ଷରୁ ୟୁଏନ୍ଡିପି ଓ ଟଚ୍ ଷ୍ଟୋନ୍ ଫାଉଣ୍ଡେସନ୍ ସହାୟତାରେ ଏହି ସୁବିଧା ଆରମ୍ଭ ହେବ। ଦିନକୁ ଜଣେ ଏକ କେଜି ପ୍ଲାଷ୍ଟିକ୍ ବର୍ଜ୍ୟ ଦେଇ ଦୁଇଟି ଆଧାର ମିଲ୍ ନେଇ ପାରିବେ। ସମସ୍ତ ପ୍ଲାଷ୍ଟିକ୍ ୟୁଏନ୍ଡିପିି ନେବ ଓ ଏହାର ବୈଜ୍ଞନିକ ପ୍ରକ୍ରିୟାକରଣ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/meal.jpg)