୧ରେ ଅନନ୍ତ ବାସୁଦେବଙ୍କ ଅବଢ଼ା ବନ୍ଦ

0 17

ପୁରୁଣା ଭୁବନେଶ୍ୱର : ଆସନ୍ତା ୧ ତାରିଖରେ ଅନନ୍ତ ବାସୁଦେବ ମନ୍ଦିରରେ ଅବଢ଼ା ମିଳିବ ନାହିଁ। ରୋଷଘର ସଫେଇ ଓ ମରାମତି ପାଇଁ ଏହି ଗୋଟିଏ ଦିନ ପାଇଁ ବାସୁଦେବଙ୍କ ଅବଢ଼ା ବନ୍ଦ ରହିବ ବୋଲି ବ୍ରାହ୍ମଣ ନିଯୋଗର ସଂପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.