ହ୍ବାଟସଆପ୍‌ରେ ମେସେଜ୍ କଲେ ଘରେ ଜିନିଷ ପହଞ୍ଚିବ : ୨୮ ଦୋକାନର ତାଲିକା ଜାରି କଲା ବିଏମ୍‌ସି

ଷ୍ଟୋର୍‌ର ନାମ ଓ ସ୍ଥାନ ନାମ ଓ ଡେଲିଭରି ମ୍ୟାନେଜର୍‌ଙ୍କ ମୋବାଇଲ୍‌ ନମ୍ବର

ଭୁବନେଶ୍ବର : ଲକ୍‌ଡାଉନ୍ ପାଇଁ ଘରୁ ଲୋକ ବାହାରିବା ଉପରେ ରୋକ୍ ଲାଗି ଥିବାରୁ ସେମ‌ାନଙ୍କ ହାତପାହାନ୍ତାରେ ଯେପରି ସାମଗ୍ରୀ ପହଞ୍ଚିବ, ସେଥିପାଇଁ ବିଏମ୍‌ସି ପକ୍ଷରୁ ହୋମ୍‌ ଡେଲିଭରି ସୁବିଧା ଆରମ୍ଭ ହୋଇଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ୨୮ଟି ସପିଂ ମଲ୍‌ ଦ୍ବାରା ଲୋକଙ୍କ ଘରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଯୋଜନା ହୋଇଛି। କେବଳ ଲୋକମାନଙ୍କୁ ସେମାନଙ୍କର ଆବଶ୍ୟକ ଥିବା ସମାଗ୍ରୀର ତାଲିକା କରି ହ୍ବାଟସଆପ୍ କରିବାକୁ ହେବ। ବିଏମ୍‌ସି ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ଫ୍ରେସ୍‌, ବିଗ୍‌ ବଜାର, ବିଶାଲ ମେଗା ମାର୍ଟ, ଆଧାର ଫ୍ରେସ୍‌କୁ ହୋମ୍‌ ଡେଲିଭରି କରିବାକୁ ଅନୁମତି ଦିଆଯାଇଛି। ସକାଳ ୭ଟାରୁ ରାତି ୧୧ଟା ମଧ୍ୟରେ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚିବ। ଲୋକଙ୍କୁ ନିକଟସ୍ଥ ଷ୍ଟୋର୍‌ର ନମ୍ବରକୁ ସାମଗ୍ରୀ ତାଲିକା ହ୍ବାଟସ୍‌ଆପ୍ କରିବାକୁ ହେବ। ଏହାସହ ସ୍ଥାନୀୟ ଠିକଣା ଦେବାକୁ ହେବ। ଘରେ ଜିନିଷ ପାଇବା ପରେ ବିଲ୍‌ ଅନୁଯାୟୀ ‌ଟଙ୍କା ଦେବେ।

ଷ୍ଟୋର୍‌ର ନାମ ଓ ସ୍ଥାନ ନାମ ଓ ଡେଲିଭରି ମ୍ୟାନେଜର୍‌ଙ୍କ ମୋବାଇଲ୍‌ ନମ୍ବର
ବିଗ୍‌ବଜାର, ଫୋରମ୍‌ ମାର୍ଟ, ସତ୍ୟନଗର ପବିତ୍ର ମହାନ୍ତି ମୋ: ୮୩୨୭୭୬୫୦୬୭, ୮୯୨୮୯୩୨୦୫୩
ବିଗ୍‌ ବଜାର, ପଟିଆ ରାହୁଲ ମୋ: ୯୧୩୬୯୪୯୭୮୫, ୮୪୩୩୯୯୯୭୦୯
ବିଶାଲ ରସୁଲଗଡ଼ ରାଜେନ୍ଦ୍ର ସାହୁ, ମୋ: ୯୧୭୮୯୮୪୪୭୭
ବିଗ୍‌ ବଜାର, ସିମ୍ଫୋନୀ ମଲ୍‌, ପାହାଳ ଧନୁର୍ଜୟ ବେହେରା, ମୋ: ୭୯୭୮୦୫୨୯୦୪
ବିଗ୍‌ ବଜାର, କ୍ରିଷ୍ଣା ପ୍ଲାଜା ଅରୁଣ ପାତ୍ର, ମୋ: ୮୯୨୮୯୮୨୦୪୫
ବିଗ୍‌ ବଜାର, ଡି.ଏନ୍‌ ରେଗାଲିଆ, ପାତ୍ରପଡ଼ା ଶୁଭମ୍‌ ଦାସ, ମୋ: ୭୮୭୩୪୨୧୮୯୮
ସାଇ ଆଧାର, ମାଉସୀମା’ ମନ୍ଦିର, ରଥ ରୋଡ୍‌ ପ୍ରକାଶ ସାହୁ, ମୋ: ୮୨୪୯୦୯୪୩୪୮
ବିଶାଲ ମେଗାମାର୍ଟ, ପାତ୍ରପଡ଼ା ସୌମ୍ୟ ରଂଜନ, ମୋ: ୮୨୪୯୪୨୭୯୦୦
ବିଶାଲ ମେଗାମାର୍ଟ, ଇନ୍ଦ୍ରଧନୁ ମାର୍କେଟ୍‌ ସୌମ୍ୟ ରଂଜନ ଦାସ, ମୋ: ୮୨୭୦୫୨୦୮୭୦
ରିଲାଏନ୍ସ ସ୍ମାର୍ଟ, ସିଆର୍‌ପିଏଫ ସୌମ୍ୟ ପତି, ମୋ: ୭୦୦୮୨୧୯୨୫୫
ରିଲାଏନ୍ସ ଫ୍ରେସ୍‌, ଗଣ୍ଡମୁଣ୍ଡା ସୁମନ ନାୟକ, ମୋ: ୭୯୭୮୦୩୧୭୩୬
ରିଲାଏନ୍ସ ଫ୍ରେସ୍‌, ଗୋପବନ୍ଧୁ ଛକ ମନୋରଂଜନ ପୃଷ୍ଟି, ମୋ: ୭୦୦୮୧୯୪୯୧୬
ରିଲାଏନ୍ସ ଫ୍ରେସ୍‌, ୟୁନିଟ୍‌-୪ ପ୍ରଶାନ୍ତ କୁମାର ନାୟକ, ମୋ: ୮୯୧୭୪୫୦୦୪୦
ରିଲାଏନ୍ସ ଫ୍ରେସ୍‌, ସହିଦନଗର ଅଭିଷେକ ମହାନ୍ତି, ମୋ: ୭୦୦୮୯୮୬୩୭୯
ରିଲାଏନ୍ସ ଫ୍ରେସ୍, ସତ୍ୟବିହାର ‌ସୌମ୍ୟରଂଜନ ପଲାଇ, ମୋ: ୯୩୪୮୫୮୭୦୦୮
ରିଲାଏନ୍ସ ଫ୍ରେସ୍‌, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର ଶୈଳେନ୍ଦ୍ର ଜେନା, ମୋ: ୭୦୦୮୯୯୭୪୪୦
ରିଲାଏନ୍ସ ଫ୍ରେସ୍, ଗାଲାକ୍ସି ମଲ୍‌, ରଘୁନାଥପୁର କ୍ଷୀରୋଦ ସାହୁ, ମୋ: ୬୩୭୧୯୨୮୭୨୮
ରିଲାଏନ୍ସ ଫ୍ରେସ୍‌, ସମ୍‌ ହସ୍ପିଟାଲ ସୁଶାନ୍ତ ପ୍ରଧାନ, ମୋ: ୭୦୦୮୯୯୪୪୧୨
ରିଲାଏନ୍ସ ଫ୍ରେସ୍‌, ଟଙ୍କପାଣି ରୋଡ୍‌ ସାହିଲ ନାୟକ, ମୋ: ୯୮୬୧୨୦୭୯୫୭
ରିଲାଏନ୍ସସ ଫ୍ରେସ୍‌, ସାମନ୍ତରାପୁର ସଂଜିତ୍‌ ପଟ୍ଟନାୟକ, ମୋ: ୭୮୯୪୪୧୭୨୬୦
ରିଲାଏନ୍ସ ଫ୍ରେସ୍, ମହତାବ୍‌ ରୋଡ୍‌ ସୁରଜିତ୍‌ ଦାସ, ମୋ: ୯୭୭୭୦୪୯୧୫୧
ରିଲାଏନ୍ସ ଫ୍ରେସ୍, ଲିୱିସ୍ ପ୍ଲାଜା କୁଂଜରି ରଥ, ମୋ: ୭୦୦୮୯୮୬୩୭୮
ରିଲାଏନ୍ସ ଫ୍ରେସ୍, କଟକ ରୋଡ୍‌ ପ୍ରଭାତ ବେହେରା, ମୋ: ୬୩୭୨୫୭୦୦୪୨
ରିଲାଏନ୍ସ ଫ୍ରେସ୍‌, ଜିଜିପି କଲୋନି ନିରଂଜନ ସାହୁ, ମୋ: ୭୩୭୭୪୧୦୧୫୪
ରିଲାଏନ୍ସ ଫ୍ରେସ୍, ବରମୁଣ୍ଡା ପ୍ରଶାନ୍ତ ପଣ୍ଡା, ମୋ: ୭୯୭୮୬୩୦୫୮୮
ରିଲାଏନ୍ସ ଫ୍ରେସ୍‌, ଆଇଆର୍‌ସି ଭିଲେଜ୍‌ ସୌମ୍ୟରଂଜନ ଆଚାର୍ଯ୍ୟ, ମୋ: ୭୦୦୮୯୯୫୪୧୫
ରିଲାଏନ୍ସ ସ୍ମାର୍ଟ, ପଟିଆ ଅଂଶୁମାନ ସାହୁ, ମୋ: ୭୮୯୪୪୪୭୮୯୦

ସମ୍ବନ୍ଧିତ ଖବର