ଅନାଥାଶ୍ରମରେ ଦୀପାବଳି

0 10

ଭୁବନେଶ୍ୱର : ଡୁମଡୁମା ସରକନ୍ତରାସ୍ଥିତ ପ୍ରତିଭା ଅନାଥାଶ୍ରମର ଅନ୍ତେବାସୀମାନେ ଏକ ନିଆରା ଢଙ୍ଗରେ ଆଲୋକର ଉତ୍ସବ ଦୀପାବଳି ପାଳନ କରିଛନ୍ତି। ଅରୋମିରା ପ୍ରି-ସ୍କୁଲର କୁନି କୁନି ଛାତ୍ରଛାତ୍ରୀମାନେ ଅନ୍ତେବାସୀମାନଙ୍କୁ ଲଡ଼ୁ, କମଳା ଖାଇବାକୁ ଦେବା ସହ ହସି ଖେଳି ଏହି ଉତ୍ସବକୁ ପାଳନ କରିଥିଲେ। ଘିଅ ଦୀପ ଜାଳି ପରସ୍ପରକୁ ଦୀପାବଳିର ଶୁଭକାମନା ଜଣାଇଥିଲେ। ବାଣ ନ ଫୁଟାଇ କେବଳ ଦୀପ ଜାଳି ଉତ୍ସବକୁ ପାଳନ କରିବା ପାଇଁ ସେମାନେ ଶପଥ ନେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.