ଦୁର୍ଗା ସାମନ୍ତରାୟ ହେଲେ ବିଜେଡି ରାଜ୍ୟ ସମ୍ପାଦକ

ଭୁବନେଶ୍ବର: ଯୁବ ନେତା ଦୁର୍ଗା ପ୍ରସାଦ ସାମନ୍ତରାୟଙ୍କୁ ବିଜେଡିର ରାଜ୍ୟ ସମ୍ପାଦକ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକ ନିଯୁକ୍ତି ଦେଇଛନ୍ତି। ଏହା ସହ ତାଙ୍କୁ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ସହ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ଦିଆଯାଇଛି। ଦୂରଦର୍ଶୀ ପତ୍ରିକାର ସମ୍ପାଦକ ତଥା ଜଣେ ସ୍ତମ୍ଭକାର ଭାବେ ସେ ପରିଚିତ।

ସମ୍ବନ୍ଧିତ ଖବର