ରାଜଧାନୀରେ ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟ: ୩ ବିଦେଶୀ ସହ ୫ ଯୁବତୀ ଉଦ୍ଧାର, ଜଣେ ଗିରଫ

ଭୁବନେଶ୍ୱର: ଖାରବେଳନଗର ଥାନା ପୁଲିସ ଶୁକ୍ରବାର ରାଜଧାନୀରୁ ଏକ ହାଇପ୍ରୋଫାଇଲ ସେକ୍ସ ର‍୍ୟାକେଟ ଠାବ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ଖାରବେଳନଗର ଥାନା ଅଞ୍ଚଳରେ ଥିବା ଏକ ‘ସ୍ପା’ ସେଣ୍ଟରରୁ ୫ଜଣ ଯୁବତୀଙ୍କୁ ପୁଲିସ ଉଦ୍ଧାର କରିଥିବା ବେଳେ ଜଣେ ଗ୍ରାହକଙ୍କୁ ଗିରଫ କରିଛି।

ଅଧିକ ରିପୋର୍ଟ ଅପ୍‌ଡେଟ୍‌ ହେବ…

ସମ୍ବନ୍ଧିତ ଖବର