ମିନି ଟ୍ରକ-ବାଇକ୍‌ ମୁହାଁମୁହିଁ ଧକ୍କା, ହୋମଗାର୍ଡ ମୃତ

ଭୁବନେଶ୍ୱର: ଜାତୀୟ ରାଜପଥ-୧୬ ପାଣ୍ଡରା ଛକ ନିକଟରେ ଶୁକ୍ରବାର ଏକ ମିନି ଟ୍ରକ ବାଇକ୍‌କୁ ଧକ୍କା ଦେବାରୁ ଜଣେ ଘଟଣାସ୍ଥଳରେ ଜଣେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ହୋମଗାର୍ଡ ଗଦାଧର ପ୍ରଧାନଙ୍କ ମୃତ୍ୟୁ ହୋଇଛି।

ସମ୍ବନ୍ଧିତ ଖବର