ବିନ୍ଦୁସାଗରରେ ଲେଜର ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ଉଦ୍‌ଘାଟନ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସନ୍ଧ୍ୟାରେ ବହୁପ୍ରତିକ୍ଷିତ ଲେଜର୍‌ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ’ ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏକାମ୍ର କ୍ଷେତ୍ରର ବିନ୍ଦୁସାଗରରେ ନିର୍ମିତ ଏହି ପ୍ରକଳ୍ପର ଉଦ୍‌ଘାଟନୀ ସନ୍ଧ୍ୟାରେ ଦର୍ଶକ ହର୍ଷୋଲ୍ଲାସ ସହିତ ଲେଜର ଲାଇଟ୍‌ ଆଣ୍ଡ ସାଉଣ୍ଡର ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି।

ସମ୍ବନ୍ଧିତ ଖବର