ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଭୁବନେଶ୍ବରରେ ଛେଚିଲା: ୩୬ ମିମିରେ ସ୍ଥିତି ସାଂଘାତିକ

ଭୁବନେଶ୍ୱର: ଆଜି ସକାଳ ପ୍ରାୟ ସାଢ଼େ ୮ଟାରୁ ରାଜଧାନୀରେ ଆରମ୍ଭ ହେଲା ବର୍ଷା। ଚାରିଦିଗ ଅନ୍ଧାର କରି ଢାଳିଲା ବର୍ଷା। କେତେବେଳେ କମ୍ ତ କେତେବେଳେ ବେଶି, ଏମିତି ପ୍ରାୟ ୧୧ଟା ପର୍ଯ୍ୟନ୍ତ ବର୍ଷିଲା। ରେକର୍ଡ ଅନୁସାରେ ପ୍ରାୟ ୩୬ ମିମି ବର୍ଷା ହେଲା। କିନ୍ତୁ ଏତିକି ବର୍ଷାରେ ରାଜଧାନୀର…
ଅଧିକ ଖବର ଦେଖନ୍ତୁ...

ଜୀବନ ରଙ୍ଗ: ଭାଇ ହାତେ ଭଉଣୀର ସେନେହ ଡୋରି…

ଆସନ୍ତା ୧୧ ତାରିଖରେ ପବିତ୍ର ରାଖୀପୂର୍ଣ୍ଣିମା। ରେଶମୀ ଡୋରିରେ ସେନେହ ଓ ମମତାର ମାଳିଗୁନ୍ଥି ଭାଇ ହାତେ ଭଉଣୀ ରାଖୀ ବାନ୍ଧି ଶୁଭ ମନାସିବ। ପ୍ରତି ବଦଳରେ ଭଉଣୀର ସମ୍ମାନ ରକ୍ଷାର ପ୍ରତିଶ୍ରୁତି ଦେବ ଭାଇ। ଗତ ୨ ବର୍ଷ ହେଲା କରୋନା କଟକଣାରେ ଏହି ପର୍ବ ବେଶି ଜାକଜମକରେ ପାଳନ ହୋଇନଥିବା…
ଅଧିକ ଖବର ଦେଖନ୍ତୁ...

ଏମ୍‌ସ‌ରେ ବିଷମ ସ୍ଥିତି: ଓଟିରେ ନାହିଁ ସିରିଞ୍ଜ, ସାଲାଇନ୍‌

ଭୁବନେଶ୍ବର: ଅପରେସନ୍‌ ଥିଏଟର୍‌ (ଓଟି)ରେ ନାହିଁ ବ୍ୟାଣ୍ଡେଜ୍‌, ମାସ୍କ, ସାଲାଇନ୍‌, ସିରିଞ୍ଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ। ଏକ୍ସ-ରେ’ ପ୍ଲେଟ୍‌ ନ ଥିବାରୁ ହାର୍ଡ-କପି ବାହାରି ପାରୁନି। ଇ-ମେଲ୍‌ କିମ୍ବା ହ୍ବାଟସ୍‌ ଆପ୍‌ରେ ରୋଗୀ ଓ ପରିଜନଙ୍କ ସ୍ମାର୍ଟଫୋନ୍‌କୁ ସଫ୍ଟ-କପି ପଠାଇ…
ଅଧିକ ଖବର ଦେଖନ୍ତୁ...

ଚଳଚ୍ଚିତ୍ରକୁ କଳା ଭାବିଲେ ଓଲିଉଡ ସ୍ଥିତି ସୁଧୁରିବ: ହରିହର

ନୃତ୍ୟକ୍ଷେତ୍ରରେ ଓଡ଼ିଶାକୁ ଅନ୍ତର୍ଜାତୀୟସ୍ତରରେ ଅନ୍ୟ ଏକ ପରିଚୟ ଦେଇଥିବା ସ୍ବତନ୍ତ୍ର ବ୍ୟକ୍ତିତ୍ବ ହେଲେ ହରିହର ଦାଶ। ୨୦୧୦ ମସିହାରେ ‘ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ୍’ ରିଅଲିଟି ସୋ’ ତାଙ୍କୁ ଦେଇଥିଲା ପରିଚୟ। ମାଇକେଲ୍ ଜ୍ୟାକ୍‌ସନ ଡ୍ୟାନ୍ସ ମୁଭ୍ ହେଉ ଅବା ଲକିଂ ଆଣ୍ଡ୍ ପପିଂ, ବ୍ରେକ୍…
ଅଧିକ ଖବର ଦେଖନ୍ତୁ...

ସିଏମ୍‌ସି କାଉନ୍‌ସିଲ୍‌ ବୈଠକ, କର୍ପୋରେଟର୍‌ଙ୍କ ଦାବି: ୱାର୍ଡ ବୁଲିବା ବେଳେ କର୍ପୋରେଟର୍‌ଙ୍କୁ ସାଙ୍ଗରେ ନିଅନ୍ତୁ…

କଟକ: କଟକ ପୌର ନିଗମର ବିଭିନ୍ନ ୱାର୍ଡର ସମସ୍ୟା ଦେଖିବା ପାଇଁ କମିସନର ଯାଉଥିବା ବେଳେ ସ୍ଥାନୀୟ କର୍ପୋରେଟରଙ୍କୁ ସାଙ୍ଗରେ ନିଅନ୍ତୁ। କଟକ ପୌର ନିଗମ କାଉନସିଲ୍ ବୈଠକରେ ଆଜି ଏଭଳି ଦାବି କରିଛନ୍ତି କର୍ପୋରେଟର ସନ୍ତୋଷ କୁମାର ଭୋଳ, ଦୀପକ କୁମାର ଦାସ, ସୁଭାଶିଷ କୁମାର ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ଲିଙ୍ଗରାଜ ମନ୍ଦିରରେ ଆଣ୍ଠୁଏ ପାଣି

ପୁରୁଣା ଭୁବନେଶ୍ୱର: ଆଜି ପୁଣି ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିରରେ ବ‌‌ର୍ଷା ବିତ୍ପାତ ଦେଖିବାକୁ ମିଳିଛି। କ୍ଷେତ୍ରାଧିପତି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ପରିସର ଅବସ୍ଥା ବି ଦୟନୀୟ ହୋଇପଡ଼ିବାରୁ କିଛି ମନ୍ଦିର ପାହାଚରେ ଠାକୁରଙ୍କ ନୀତିକାନ୍ତି ହେବା ପର୍ଯ୍ୟନ୍ତ କଥାଗଲା। ସେହିଭଳି…
ଅଧିକ ଖବର ଦେଖନ୍ତୁ...

ଗ୍ୟାସ୍ ଏଜେନ୍ସିକୁ ୨୭ଲକ୍ଷ ଚୂନ

ଭୁବନେଶ୍ବର: ଖଣ୍ଡଗିରିସ୍ଥିତ ଓଡ଼ିଶା ସେଲ୍ସ ନାମକ ଏକ ଗ୍ୟାସ୍ ଡିଲର୍‌ ପାଖରୁ ପ୍ରାୟ ୨୭ ଲକ୍ଷ ୨୬ ହଜାର ୩ଶହ ୬୩ଟଙ୍କା ଠକେଇ ହୋଇଛି। ଭବାନୀପାଟଣାସ୍ଥିତ କୋକ୍‌ସରା ଇଣ୍ଡେନ୍ ଗ୍ରାମୀଣ ବିତରକ ସଂସ୍ଥା ଏହି ଠକେଇ କରିଥିବା ଖଣ୍ଡଗିରି ଥାନାରେ ଅଭିଯୋଗ କରାଯାଇଛି। ଓଡ଼ିଶା ସେଲ୍ସର…
ଅଧିକ ଖବର ଦେଖନ୍ତୁ...

ଫୋନ୍‌ ପେ’ରୁ ନେଇଗଲେ ୨ଲକ୍ଷ ୧୫ ହଜାର

ଭୁବନେଶ୍ୱର: ମୋବାଇଲ ଚୋରି କରି କେହି ଦୁର୍ବୃତ୍ତ ସେଥିରୁ ଫୋନ୍‌-ପେ’ ଜରିଆରେ ୨ଲକ୍ଷ ୧୫ହଜାର ଟଙ୍କା ଲୁଟି ନେଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଠକାମିର ଶିକାର ବ୍ୟକ୍ତିଜଣକ ହେଲେ ଡେଲଟା ଛକ ନିକଟରେ ରହୁଥିବା ଦିଲ୍ଲୀପ କୁମାର ଅତିବୁଦ୍ଧି। କିଛି ଦିନ ତଳେ ଦିଲ୍ଲୀପ ପରିବା…
ଅଧିକ ଖବର ଦେଖନ୍ତୁ...

ଆଜି ଜାତୀୟ ହସ୍ତତନ୍ତ ଦିବସ: ବଢ଼ୁଛି କାରୁକାର୍ଯ୍ୟ, ବଢ଼ୁନି ବଜାର

ପ୍ରିୟଙ୍କା ରାୟ ଭୁବନେଶ୍ବର: ବିଶ୍ବ ହସ୍ତତନ୍ତ ବଜାରରେ ଓଡ଼ିଶାର ସ୍ଥାନ ଅନନ୍ୟ। ଓଡ଼ିଆ ବୁଣାକାରମାନଙ୍କ କାରୁକାର୍ଯ୍ୟ କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ବରେ ପରିଚିତ। ପ୍ରାଚୀନ କାଳରୁ ଓଡ଼ିଆ ବୁଣାକାରମାନଙ୍କ ମନଲୋଭା ଚିତ୍ର ବିଶ୍ବ ହସ୍ତତନ୍ତ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଦଖଲ…
ଅଧିକ ଖବର ଦେଖନ୍ତୁ...

ସ୍କାନର୍‌ରେ ହୋଟେଲ, ମିଠା ଦୋକାନ

ଭୁବନେଶ୍ବର: ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ହେଉଛି ଖାଦ୍ୟ। ରାଜଧାନୀରେ ବ୍ୟବସାୟ କରୁଥିବା ଅନେକ ଛୋଟବଡ଼ ହୋଟେଲ, ମିଠା ଦୋକାନରେ ପରିମଳ ବ୍ୟବସ୍ଥାକୁ ଧ୍ୟାନ ଦିଆଯାଉନାହିଁ। ଏଭଳି ପୁଳାପୁଳା ଅଭିଯୋଗ ଏବେ ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଛି। ତେଣୁ ଖୁବ୍‌ଶୀଘ୍ର ଏସବୁ ଦୋକାନ…
ଅଧିକ ଖବର ଦେଖନ୍ତୁ...