ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ହତ୍ୟା ମାମଲା ରୁଜୁ, ୪ ଅଟକ

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଯଶୁଆପୁର ଗ୍ରାମ ସ୍କୁଲ ନିକଟରେ ଗତ ୨୧ ତାରିଖ ଦିନ ସାଢ଼େ ୧୧ଟା ସମୟରେ ଘଟିଥିବା ଟଙ୍କପାଣି ଗ୍ରାମର ଜାପାନୀ ଓରଫ ଲିଙ୍ଗରାଜ ସାହୁଙ୍କ (୧୮) ମୃତ୍ୟୁ ଘଟଣା ଏବେ ନୂଆମୋଡ଼ ନେଇଛି। ଜାପାନୀର ମୃତ୍ୟୁ ଦୁର୍ଘଟଣାଜନିତ ନୁହେଁ, ଏହା ଏକ ସୁପରିକଳ୍ପିତ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ସଂଘର ସାଧାରଣ ସଭା

ଭୁବନେଶ୍ୱର: ଓଡ଼ିଶା ଅବସରପ୍ରାପ୍ତ ଜଙ୍ଗଲ ଅଧିକାରୀ ସଂଘର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ହୋଟେଲ ଏମ୍ପାୟାର୍ସଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ଅବସରପ୍ରାପ୍ତ ଆଇଏଫ୍‌ଏସ୍‌ ବିଷ୍ଣୁ ଚରଣ ପଲ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜଙ୍ଗଲ ସମ୍ପଦର ଅବକ୍ଷୟକୁ ରୋକିବା ଦିଗରେ ସଂଘର…
ଅଧିକ ଖବର ଦେଖନ୍ତୁ...

ଓ୍ଵାକାଥନ୍‌ ମାଧ୍ୟମରେ ସଡ଼କ ସୁରକ୍ଷା ବାର୍ତା

ଚନ୍ଦ୍ରଶେଖରପୁର: ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଆଜି ରାଜଧାନୀରେ ଏକ ସଡ଼କ ସୁରକ୍ଷା ପଦଯାତ୍ରା ବା ଓ୍ଵାକାଥନ୍‌ ଆୟୋଜିତ ହୋଇଥିଲା। କିଟ୍‌ କ୍ୟାମ୍ପସ୍‌ରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଚନ୍ଦ୍ରଶେଖରପୁର ଥାନା ନିକଟସ୍ଥ ଡ୍ରାଇଭିଂ ଟେଷ୍ଟ ଟ୍ରାକ୍‌ରେ ସମାପ୍ତ ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଉତ୍ତର ପୁରୁଷ ‘ନାଟକ ପରିକ୍ରମା’ର ଦ୍ୱିତୀୟ ସନ୍ଧ୍ୟା : ‘ଚିଠି’ ସମ୍ପର୍କର ମହାମିଳନ

ଭୁବନେଶ୍ୱର : ଆଜିର ଏହି ଅତ୍ୟାଧୁନିକ ଯୁଗରେ ମଣିଷ ଗୋଟିଏ କ୍ଲିକ୍‌ରେ ନିଜ ବନ୍ଧୁ ପରିଜନଙ୍କୁ ଦେଖି ଶୁଣି ପାରୁଥିବା ବେଳେ ଚିଠି ପଢ଼ିବାର ଅଭ୍ୟାସ କାହାର ବି ଆଉ ନାହିଁ। କିନ୍ତୁ ସେହି ଚିଠିର ଗୁରୁତ୍ୱକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହୋଇଥିଲା ରୋଚକ ନାଟକ ‘ଚିଠି’।…
ଅଧିକ ଖବର ଦେଖନ୍ତୁ...

ଦାସପୁରରେ ବୟୋଜ୍ୟେଷ୍ଠଙ୍କୁ ସମ୍ବର୍ଧନା

ଭୁବନେଶ୍ୱର : ଅନ୍ଧାରିଆ ଦାସପୁର ଗ୍ରାମରେ ୫୧ତମ ପାଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ବିକ୍ରମ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ଚନ୍ଦକାର ପୂର୍ବତନ ଜିଳ୍ଲା ପରିଷଦ ସଭ୍ୟ ବ୍ରଜବନ୍ଧୁ ଜେନା, ସ୍ମାଇଲ୍‌ ଓ୍ଵାର୍ଲଡ୍‌ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ଗୌଡ଼, ପ୍ରେମାନନ୍ଦ ପଟ୍ଟନାୟକ,…
ଅଧିକ ଖବର ଦେଖନ୍ତୁ...

ଇଲେକ୍ଟ୍ରୋପାଥି ଚିକିତ୍ସାକୁ ସରକାରୀ ମାନ୍ୟତା ଦାବି

ଭୁବନେଶ୍ୱର : ରାଜ୍ୟ ଇଲେକ୍ଟ୍ରୋପାଥି ଚିକିତ୍ସକ ସଂଘର ସାଧାରଣ ବୈଠକ ଆଜି ରେଡକ୍ରସ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ବହୁ ଇଲେକ୍ଟ୍ରୋପାଥି ଚିକିତ୍ସକ ଯୋଗ ଦେଇ ଏହି ଚିକିତ୍ସା ପଦ୍ଧତିର ଗୁଣାତ୍ମକ ପ୍ରୟୋଗ ଓ ଲୋକପ୍ରିୟତା ଉପରେ ଆଲୋଚନା କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ଦିଆଯିବ ଆତ୍ମରକ୍ଷା କୌଶଳ ଶିକ୍ଷା

ଖଣ୍ଡଗିରି : ସାମ୍ପ୍ରତିକ ସମାଜରେ ମହିଳା ତଥା ନାବାଳିକାମାନଙ୍କୁ ନିର୍ଯାତନା, ଅସଦାଚରଣ ଓ ଦୁଷ୍କର୍ମ ଆଦି ଘଟଣା ବୃଦ୍ଧି ପାଉଥିବା ଲକ୍ଷ୍ୟ କରାଯାଉଛି। ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାର ନୂଆ ଅଧ୍ୟାଦେଶ ମଧ୍ୟ ଆଣିଛନ୍ତି। ତେବେ ମହିଳାମାନେ କିପରି ନିଜକୁ ସୁରକ୍ଷା…
ଅଧିକ ଖବର ଦେଖନ୍ତୁ...

ଇକୋର୍ଗାନ ୨୦୧୮

ଭୁବନେଶ୍ୱର : ସୁରକ୍ଷିତ ଓ ଜୈବିକ ଖାଦ୍ୟ ସମ୍ବନ୍ଧୀୟ ବାତାବରଣ ସୃଷ୍ଟି ଉଦ୍ଦେଶ୍ୟରେ ଦୁଇଦିନିଆ ଅର୍ଗାନିକ୍‌ ଫେୟାର ଅଫ୍‌ ଓଡ଼ିଶା ‘ଇକୋର୍ଗାନ-୨୦୧୮’ ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜୈବିକ ତଥା ବିନା ସାରଯୁକ୍ତ ଚାଷ ସମ୍ପର୍କରେ ଚାଷୀମାନଙ୍କୁ ସଚେତନ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନରେ ଗ୍ରୀଷ୍ମ ପ୍ରକୋପ: ଆରାମ ପାଇଁ ଦିନକୁ ୩ଥର ଗାଧୋଉଛନ୍ତି ହାତୀ

ବାରଙ୍ଗ: ରାଜ୍ୟବ୍ୟାପୀ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ୩ ସର୍ବାଧିକ ଉତ୍ତପ୍ତ ସହର ମଧ୍ୟରେ ଗତ କିଛି ଦିନ ହେଲା ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳ ରହି ଆସୁଛି। ଦିନ ୧୦ଟା ପରେ ସୂର୍ଯ୍ୟଙ୍କ ପ୍ରକୋପ ବଢ଼ିବା ସହ ତାପମାତ୍ରା ୪୦ ଡିଗ୍ରି ଡେଇଁ ଯାଉଛି। ମଣିଷଙ୍କଠାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ପୂର୍ଣ୍ଣାଙ୍ଗ ହୋଇପାରିଲାନି ଏମ୍‌ସ

ଖଣ୍ଡଗିରି : କଣ୍ଟ ଥିଲା ୨୦୧୭ ଶେଷ ସୁଦ୍ଧା ପୂର୍ଣ୍ଣାଙ୍ଗ ରୂପ ନେବ ଭୁବନେଶ୍ୱର ଏମ୍‌ସ। ପରେ ୨୦୧୮ ମାର୍ଚ୍ଚକୁ କଣ୍ଟ ଗଡ଼ିଲା। ଏମିତି କଣ୍ଟ ପରେ କଣ୍ଟ ଗଡ଼ୁଛି, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦିଆଯାଉଛି। ମାତ୍ର ପୂର୍ଣ୍ଣାଙ୍ଗ ହୋଇପାରୁନି ଭୁବନେଶ୍ୱର ଏମ୍‌ସ। ଏମିତିରେ ବିତିଗଲାଣି ପୂରା…
ଅଧିକ ଖବର ଦେଖନ୍ତୁ...