ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

୨୧ ଲକ୍ଷ ଟଙ୍କା ଠକେଇ, ଜଣେ ଗିରଫ

ଭୁବନେଶ୍ବର: ୨୧ ଲକ୍ଷ ଟଙ୍କା ଠକେଇ କରିବା ଅଭି‌ଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଆଜି ଜଣକୁ ଗିରଫ କରିଛି। ସେ ହେଲା ପଟିଆ ଇସ୍କନ ରେସିଡେନ୍ସି ଅଞ୍ଚଳର ସୁମିତ ପାଠୀ(୫୧)। ସୂଚନାନୁସାରେ ବ୍ରିଜନନ୍ଦନ ପ୍ରସାଦ ଆଣ୍ଡ ସନ୍ସ ନାମରେ ଅଜୟ ସାହାଙ୍କ ଏକ କମ୍ପାନି ଥିଲା। ନୂତନ ଭାବେ ଘର ନିର୍ମାଣ…
ଅଧିକ ଖବର ଦେଖନ୍ତୁ...

ସାଲିଆସାହିରେ ଦେଶୀ ମଦଭାଟି ଠାବ

ଭୁବନେଶ୍ବର: ଆଜି ପୁଣି ସାଲିଆସାହିରେ ଦେଶୀ ମଦ ଭାଟି ଠାବ କରିଛି ଅବକାରୀ ବିଭାଗ ଓ ଫ୍ଲାଇଂ ସ୍କ୍ବାଡ୍‌। ଚାଉଳି ଓ ଗୁଡ଼ରୁ ପ୍ରସ୍ତୁତ କରୁଥିବା ଦେଶୀ ମଦ ରନ୍ଧା ହେଉଥିବା ୫ଟି ଭାଟିରେ ଚଢ଼ଉ କରାଯାଇଛି। ୧୨ ଜଣ ମହିଳାଙ୍କ ସମେତ ମୋଟ ୧୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ପ୍ରାୟ ୪ ହଜାର…
ଅଧିକ ଖବର ଦେଖନ୍ତୁ...

ବରମୁଣ୍ଡାରେ ଘଙ୍ଗାପାଟଣାର ପୁନରାବୃତ୍ତି: ସରକାରଙ୍କ ଜମି ସରକାରଙ୍କୁ ବିକିଦେଲେ

ଭୁବନେଶ୍ୱର : ସ୍ବେରେଜ୍‌ ପ୍ରକଳ୍ପ ପାଇଁ ଘରୋଇ ଜମି ଅଧିଗ୍ରହଣ କଲେ। ଅନ୍ୟ ଜାଗାରେ ଜମି ମାଲିକକୁ ସମ ପରିମାଣର ଜମି ଦେଲେ। କିନ୍ତୁ ଅଧିଗ୍ରହଣ କରିଥିବା ଜମିକୁ ସରକାର ତାଙ୍କ ଖାତାକୁ ନେଲେ ନାହିଁ। କିମ୍ବା ରେକର୍ଡ ସଂଶୋଧନ ହେଲା ନାହିଁ। ରାଜସ୍ବ ବିଭାଗ ଖାତାରେ ପୁରୁଣା ମାଲିକଙ୍କ ନାଁ…
ଅଧିକ ଖବର ଦେଖନ୍ତୁ...

ପୁଣି ଜୁଆ ଆଡ଼ାରୁ ୪ ଅଟକ, ୮୭ ହଜାର ଟଙ୍କା ଜବତ

ବାଲିପାଟଣା: ବାଲିପାଟଣା ଥାନା ପୁଲିସ ପୁଣି ଏକ ଜୁଆ ଆଡ଼ାରେ ଚଢ଼ଉ କରିଛି। ଗତକାଲି ବିଳମ୍ବିତ ରାତିରେ ବାରିଜଙ୍ଗ କଣ୍ଟାବଣିଆରେ ଚଢ଼ଉ କରି ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ଜଣେ ଏକ ସମବାୟ ସମିତିର ସଭାପତି ଥିବା ଜଣାପଡ଼ିଛି। ପୁଲିସ ଜୁଆ ପାଲିରୁ ପ୍ରାୟ ୮୭ ହଜାର ଟଙ୍କା ଜବତ…
ଅଧିକ ଖବର ଦେଖନ୍ତୁ...

ଜଳେଶ୍ବର ମହାଦେବଙ୍କ ବିବାହ ଉତ୍ସବ ପାଇଁ ଦାଢ଼ାପାଟଣା ଉତ୍ସବ ମୁଖର

ବାରଙ୍ଗ: ଦାଢ଼ାପାଟଣା ଗ୍ରାମର ଆରାଧ୍ୟ ଦେବତା ଜଳେଶ୍ବର ମହାଦେବଙ୍କ ବିବାହ ଉତ୍ସବ ପାଇଁ ଗ୍ରାମ ଉତ୍ସବମୁଖର ହୋଇ ଉଠିଥିଲା। ପରମ୍ପରା ଅନୁସାରେ ସନ୍ଧ୍ୟାରେ ପାରମ୍ପରିକ ବାଦ୍ୟ ରୋଷଣିରେ ଶିବ ଓ ପାର୍ବତୀଙ୍କ ଚଳନ୍ତି ପ୍ରତିମାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା। ପରେ ଜଳେଶ୍ବର ମହାଦେବଙ୍କ…
ଅଧିକ ଖବର ଦେଖନ୍ତୁ...

ଭୀମଟାଙ୍ଗୀରେ ଶିବ ବିବାହ

ପୁରୁଣା ଭୁବନେଶ୍ୱର: ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ଭୀମେଶ୍ବର ମନ୍ଦିରରେ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି। ମହା ଆଡ଼ମ୍ବରରେ ଠାକୁରଙ୍କ ବିବାହ ନୀତି ସମାପନ ହୋଇଛି। ଆଜି ସନ୍ଧ୍ୟାରେ ମହାଦେବ ସୁସଜ୍ଜିତ ବିମାନରେ ବସି ନଗର ପରିକ୍ରମା କରି ଭୀମେଶ୍ବର ମନ୍ଦିରକୁ ଆସିଥିଲେ। ସମିତିର…
ଅଧିକ ଖବର ଦେଖନ୍ତୁ...

ଦେବ ଦମ୍ପତିଙ୍କ ପ୍ରତ୍ୟାବର୍ତନ ରାସ୍ତାରେ ଖାଲ, କାଦୁଅ

ପୁରୁଣା ଭୁବନେଶ୍ବର: ରଥ ରୋଡ୍‌ରେ ଚାଲିଛି ସ୍ବେରେଜ୍‌ କାମ। ରାସ୍ତାରେ ଯିବା ସମସ୍ୟା ଲାଗି ରହିଥିବା ବେଳେ ଠାକୁରଙ୍କ ଯିବା ରାସ୍ତାକୁ ସଜଡ଼ା ଯାଇନାହିଁ। ବଡ଼ଦାଣ୍ଡରେ ଅଧା ରାସ୍ତା ଖାଲ ରହିଥିବା ବେଳେ ବାଲି ପକାଯିବାରୁ ଯିବା ଆସିବା ବଡ଼ ସମସ୍ୟା ହୋଇଛି। ଆସନ୍ତାକାଲି ରାତିରେ ମହାପ୍ରଭୁ…
ଅଧିକ ଖବର ଦେଖନ୍ତୁ...

ସବୁ ଜିଲ୍ଲାରେ ପାଳନ ହେବ ମହର୍ଷି ଦୟାନନ୍ଦଙ୍କ ୨୦୦ତମ ଜୟନ୍ତୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ମହର୍ଷି ଦୟାନନ୍ଦ ସରସ୍ୱତୀଙ୍କ ୨୦୦ତମ ଜୟନ୍ତୀ ପାଳନ କମିଟିର ପ୍ରସ୍ତୁତି ବୈଠକ ଆଜି ଚନ୍ଦ୍ରଶେଖରପୁରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ ଭବନ ପରିସରରେ ପରମହଂସ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ଜ୍ୱଳନ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀରେ ଚାଞ୍ଚଲ୍ୟ: ଅଭିଯୋଗକାରୀଙ୍କୁ ହତ୍ୟା କଲା ଅଭିଯୁକ୍ତ

ଭୁବନେଶ୍ବର : ରାଜଧାନୀରେ ଘଟିଛି ପୁଣି ଏକ ଛାତିଥରା ହତ୍ୟାକାଣ୍ଡ। ବୁଧବାର ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ କ୍ୟାପିଟାଲ ଥାନା ପଛପଟେ ଜଣେ ଯୁବକଙ୍କୁ ୫ ଦୁର୍ବୃତ୍ତ ଗୋଡ଼ାଇ ‌ଗୋଡ଼ାଇ ଖଣ୍ଡାରେ, କଟୁରିରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି। ମୃତକ ହେଲେ ୟୁନିଟ୍‌-୧ ଜିଇଡି ବସ୍ତିରେ…
ଅଧିକ ଖବର ଦେଖନ୍ତୁ...

ପଡ଼ିଲା ଦେବ ଦମ୍ପତିଙ୍କ ହାତଗଣ୍ଠି

ବାଲିପାଟଣା: ସରାଟ ମୌଜାର ଆରାଧ୍ୟ୍ୟ ଦେବତା ଶ୍ରୀନୀଳକଣ୍ଠେଶ୍ୱର ମହାଦେବଙ୍କ ମନ୍ଦିରରେ ଦେବ ବିବାହ ସମ୍ପନ୍ନ ହୋଇଛି। ପ୍ରାଣକୃଷ୍ଣ ପଣ୍ଡା କନ୍ୟାପିତା ଏବଂ ମୃତ୍ୟଞ୍ଜୟ ଦୀକ୍ଷିତ ବର ପିତା ଭାବେ କର୍ମରେ ବସିଥିଲେ। ସେହିପରି ବିଶ୍ୱନାଥପୁର ମା’ ଦକ୍ଷିଣେଶ୍ୱରୀ ଉନୟନ୍ନ ପରିଷଦ ଆନୁକୂଲ୍ୟରେ…
ଅଧିକ ଖବର ଦେଖନ୍ତୁ...