ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲା: ପ୍ରେମିକାଙ୍କୁ ଘରେ ଜେରା

ଭୁବନେଶ୍ବର: ଡିଜେ ଆଜେକ୍ସ ଓରଫ୍‌ ଅକ୍ଷୟ ମହାରଣାଙ୍କ ଆତ୍ମହତ୍ୟା ମାମଲାରେ ଖାରବେଳନଗର ଥାନା ପୁଲିସ ଆଜି ତଥାକଥିତ ପ୍ରେମିକା ତଥା ଡାକ୍ତରୀ ଛାତ୍ରୀଙ୍କୁ ଜେରା କରିଛି। ଇନ୍‌ଫୋଭ୍ୟାଲି ଥାନା ଯାଁଳା ଅଞ୍ଚଳରେ ଥିବା ଯୁବତୀଙ୍କ ଘ‌ରେ ଆଜି ଜଣେ ମହିଳା ପୁଲିସ ଅଧିକାରୀ ତାଙ୍କୁ ଜେରା…
ଅଧିକ ଖବର ଦେଖନ୍ତୁ...

୨ ଦୁର୍ଘଟଣାରେ ୪ ମୃତ

ଭୁବନେଶ୍ବର: ମଙ୍ଗଳବାର ରାଜଧାନୀରେ ଘଟିଥିବା ୨ଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୁଣ୍ଡ ଗଡ଼ିଛି। ୧୬ ନମ୍ବର ଜାତୀୟ ରାଜପଥରେ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମଞ୍ଚେଶ୍ବର ଥାନା ହାଇଟେକ୍‌-କୋରଡ଼କଣ୍ଟା ରାସ୍ତାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ପୁଲିସ…
ଅଧିକ ଖବର ଦେଖନ୍ତୁ...

କ୍ୟାପିଟାଲ କ୍ରାଇମ: ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା

ଭୁବନେଶ୍ବର: ଦିନ ଆଲୁଅରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲା ଦୁର୍ବୃ୍ତ୍ତ। ସହିଦନଗର ଥାନା ଅନ୍ତର୍ଗତ ଲେପ୍ରୋସି କଲୋନିରେ ଆଜି ଏହି ଆପରାଧିକ ଘଟଣା ଘଟିଛି। ଆକ୍ରମଣରେ ଆହତ ଯୁବକଜଣଙ୍କ ହେଲେ କ୍ଷେତ୍ରବାସୀ ବେହେରା। ଆଜି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ କ୍ଷେତ୍ରବାସୀ ଘରେ ଥିବା ବେଳେ ଅନିଲ…
ଅଧିକ ଖବର ଦେଖନ୍ତୁ...

ନିଶା ଦେଇ କଳାକନା ବୁଲାଇଲା ସାଇବର ସୁନ୍ଦରୀ

ଭୁବନେଶ୍ୱର: ଅନ୍‌ଲାଇନ୍‌ରେ ପ୍ରେମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ରେମିକାର ଛଦ୍ମବେଶରେ ଥିବା ସାଇବର ସୁନ୍ଦରୀ ଯୁବକଙ୍କ ଘରେ ପହଞ୍ଚି ଲୁଟ୍‌ପାଟ୍‌ କରିଥିବା ଅଭିଯୋଗ ହୋଇଛି। ନିଶା ଦେଇ ଯୁବକଙ୍କ ଘରୁ ଟଙ୍କା ପଇସା ଓ ଗହଣା ଗାଣ୍ଠି ଲୁଟି ଫେରାର୍ ହୋଇଯାଇଛି।…
ଅଧିକ ଖବର ଦେଖନ୍ତୁ...

କୂଅରୁ ଯୁବକଙ୍କ ମୃତଦେହ ଜବତ

ବାଲିଅନ୍ତା/ବାଲିଅନ୍ତା ବଜାର, ୨୧/୩ (ଇମିସ): ବାଲିଅନ୍ତା ଥାନା ଅଧୀନ ବେଣ୍ଟପୁର ଶାସନ କୋଠଘର ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରୁ ଆଜି ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତକ ହେଲେ, ବେଣ୍ଟପୁର ପଞ୍ଚାୟତ ଅଧୀନ ଖରିପଡ଼ିଆ ଗ୍ରାମର ମହେଶ୍ବର ବେହେରା (୪୭)। ବାଲିଅନ୍ତା ଅଗ୍ନିଶମ ସେବା…
ଅଧିକ ଖବର ଦେଖନ୍ତୁ...

ପେଟ୍ରୋଲ୍‌ ପମ୍ପ କର୍ମଚାରୀଙ୍କୁ ଫାର୍ସା ମାଡ଼ ମାମଲା: ଜେଲ୍‌ ଗଲେ ତିନି ଅଭିଯୁକ୍ତ

ଭୁବନେଶ୍ବର: ଗତକାଲି ସନ୍ଧ୍ୟାରେ କଳ୍ପନା ଛକସ୍ଥିତ ପେଟ୍ରୋଲ୍‌ ପମ୍ପ୍‌ରେ ଗଣ୍ଡଗୋଳ କରି କର୍ମଚାରୀଙ୍କୁ ଫାର୍ସା ମାଡ଼ କରିଥିବା ତିନି ଅଭିଯୁକ୍ତଙ୍କୁ ବଡ଼ଗଡ଼ ଥାନା ପୁଲିସ କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ସତ୍ୟନଗର ଅଞ୍ଚଳର ମାନସ ବାରିକ, ବିକ୍ରମ ଦାସ ଓ ଚିନ୍ମୟ ଖୁଣ୍ଟିଆ। ଜାମିନ…
ଅଧିକ ଖବର ଦେଖନ୍ତୁ...

ବରିଷ୍ଠ ନାଗରିକଙ୍କ ବସନ୍ତ ଉତ୍ସବ

ଭୁବନେଶ୍ୱର: ନୀଳାଦ୍ରିବିହାରସ୍ଥିତ ଗ୍ରାଣ୍ଡ ଲୁମ୍ବିନୀ ହଲରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ସଭାପତି ବରିଷ୍ଠ ଆଇନଜୀବୀ ଡ. ମଧୁମାଧବ ଜେନାଙ୍କ ସଭାପତିତ୍ବରେ ବସନ୍ତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପ୍ରମଥ ପଟ୍ଟନାୟକ ମୁଖ୍ୟ ଅତିଥି…
ଅଧିକ ଖବର ଦେଖନ୍ତୁ...

ସହିଦନଗର ଦୁର୍ଗାପୂଜା ସମିତିର ପଖାଳ ଦିବସ

ଭୁବନେଶ୍ବର: ସହିଦନଗର ଦୁର୍ଗାପୂଜା ସମିତି ପକ୍ଷରୁ ପଖାଳ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ପଣ୍ଡା, ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଧାୟକ ଦେବୀପ୍ରସାଦ ମିଶ୍ର, ଅନନ୍ତ ନାରାୟଣ ଜେନା, ଅଧିରାଜ୍ ପାଣିଗ୍ରାହୀ, ରମେଶ ଚନ୍ଦ୍ର ଜେନା, ତାରାପ୍ରସାଦ ବାହିନୀପତି,…
ଅଧିକ ଖବର ଦେଖନ୍ତୁ...

ଉଦ୍ଧାର ହେବ ଲିଙ୍ଗରାଜଙ୍କ ଜମି, ଟ୍ରଷ୍ଟ ବୋର୍ଡ ନିଷ୍ପତ୍ତି

ପୁରୁଣା ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ୧୫ ଶହ ଏକରରୁ ଊର୍ଦ୍ଧ୍ବ ଜମି ମଧ୍ୟରୁ କେଉଁ ଅଞ୍ଚଳରେ କେତେ ଅଛି, କେଉଁ ଜମି ଜବରଦଖଲରେ ଅଛି, କେଉଁଠି ମାମଲା ଚାଲିଛି; ଏନେଇ ଏକ ବିସ୍ତୁତ ରିପୋର୍ଟ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପାଳଙ୍କୁ ପ୍ରଦାନ କରିବେ। କେଉଁ ଜମିକୁ…
ଅଧିକ ଖବର ଦେଖନ୍ତୁ...

ରଙ୍ଗିଆ ନଈରେ ବେରୁହାଁ ବ୍ରିଜ୍‌ର ଶିଳାନ୍ୟାସ

ଜଟଣୀ: ଜଟଣୀ ବ୍ଲକ୍‌ ପଞ୍ଚୁପଲ୍ଲୀ ପଞ୍ଚାୟତକୁ ଦୟାୱେଷ୍ଟ୍‌ କେନାଲ୍‌ ବନ୍ଧରେ ରଥିପୁର ଦେଇ ଜଟଣୀ ଟାଉନ୍‌କୁ ସିଧାସଳଖ ଯୋଡ଼ିବା ପାଇଁ ରଙ୍ଗିଆ ନଈରେ ଏକ ବ୍ରିଜ୍‌ ନିର୍ମାଣ ଆବଶ୍ୟକ ହେଉଥିଲା। ଏଥିପାଇଁ ଦୀର୍ଘ ବର୍ଷ ହେଲା ଦାବି ହୋଇଆସୁଥିଲା। ଆଜି ଏହି ବେରୁହାଁ ବ୍ରିଜ୍ ନିର୍ମାଣ ପାଇଁ…
ଅଧିକ ଖବର ଦେଖନ୍ତୁ...