ଅନୁସନ୍ଧାନ କରୁଥିବା ବର୍ଗ

ମହାନଗର

ଅସାମାଜିକଙ୍କୁ ସୁହାଉଛି ପୁଲିସ ନିରବତା

ଭୁବନେଶ୍ବର: ଉଠାଦୋକାନୀଙ୍କ ଉପଦ୍ରବ, ଅସାମାଜିକ ବ୍ୟକ୍ତିଙ୍କ ଆଡ଼ା, ରାସ୍ତାକଡ଼ ପାର୍କିଂ ଆଦି ବହୁବିଧ ସମସ୍ୟାରେ ବର୍ଷ ବର୍ଷ ଧରି ଘାଣ୍ଟି ହେଉଛନ୍ତି କଳିଙ୍ଗ ନଗର କେ-୮ ବାସିନ୍ଦା। ସ୍ଥାନୀୟ ଲୋକେ ଏ ସଂପର୍କରେ ପ୍ରଶାସନ ନିକଟରେ ବାରମ୍ବାର ଗୁହାରି କରି ଆସୁଥିଲେ ହେଁ କୌଣସି ଆଖିଦୃଶିଆ…
ଅଧିକ ଖବର ଦେଖନ୍ତୁ...

ରାଜଧାନୀକୁ ବିପଦ ପଞ୍ଚାୟତ ଆବର୍ଜନା

ଭୁବନେଶ୍ବର: ଲଗାତାର ଭାବେ ରାଜଧାନୀର କଳେବର ବଢ଼ି ଚାଲିଛି। ଭୁବନେଶ୍ବର ମହାନଗର ନିଗମ ସୀମା ପରେ ମଧ୍ୟ ସହର ଉପକଣ୍ଠରେ ଥିବା ପଞ୍ଚାୟତ ଆଡ଼କୁ ଦ୍ରୁତ ଭାବେ ସହର ବଢ଼ିବାରେ ଲାଗିଛି। ପଞ୍ଚାୟତ ଅଞ୍ଚଳରେ ସହର ଭଳି ବିରାଟ ବିରାଟ କୋଠା ଛିଡ଼ା ହୋଇଛି। ଉପକଣ୍ଠରେ ପ୍ରାୟ ୧୫ରୁ ୨୦କି.ମି ପର୍ଯ୍ୟନ୍ତ…
ଅଧିକ ଖବର ଦେଖନ୍ତୁ...

ଆସୁଛି ଆ କା ମା ବୈ…

ପୁରୁଣା ଭୁବନେଶ୍ବର: କିଂବଦନ୍ତି କୁହେ, ଏକଦା ଓଡ଼ିଶା ଥିଲା ନୌବାଣିଜ୍ୟରେ ବେଶ୍‌ ସମୃଦ୍ଧ। ନୌଭେଳାରେ ସାତଦରିଆ ପାର୍‌ ହୋଇ ଓଡ଼ିଆ ସାଧବପୁଅମାନେ ଜାଭା, ସୁମାତ୍ରା, ବାଲି, ବୋର୍ଣ୍ଣିଓ ଆଦି ବିଦେଶରେ ବାଣିଜ୍ୟ କରୁଥିଲେ। କର୍ପୂର ଉଡ଼ିଯାଇଛି କନା ପଡ଼ିଛି ନ୍ୟାୟରେ ଏହି କିଂବଦନ୍ତି ସତ ଥିଲା…
ଅଧିକ ଖବର ଦେଖନ୍ତୁ...

କବି ନାୟକ ହତ୍ୟାକାଣ୍ଡକୁ ୯ବର୍ଷ. ବଦଳିଲେଣି ୩ ଡିସିପି, ଧରାପଡ଼ୁନି ହତ୍ୟାକାରୀ

ଭୁବନେଶ୍ବର: ଜଣଙ୍କ ପରେ ଜଣେ, ୩ଜଣ ଡିସିପିଙ୍କ ବଦଳି ହୋଇସାରିଲାଣି। ଏହା ଭିତରେ କମିସନରେଟ୍‌ ପୁଲିସ୍‌ ବହୁ ପୁରୁଣା ମାମଲାର ପର୍ଦ୍ଦାଫାସ୍‌ କରି ଅନେକ ଅପରାଧୀଙ୍କୁ ଗିରଫ କରିସାରିଲାଣି। କିନ୍ତୁ ୯ ବର୍ଷ ତଳେ ଘଟିଥିବା ଲୋମଟାଙ୍କୁରା କବି ନାୟକ ହତ୍ୟାକାଣ୍ଡ ଏବେ ବି ଅସମାହିତ ହୋଇ…
ଅଧିକ ଖବର ଦେଖନ୍ତୁ...

ସାମାଜିକ କାର୍ଯ୍ୟରେ ସମର୍ପିତ ସୋମ

ଭୁବନେଶ୍ବର: କେବଳ ବହି ପଢ଼ିଲେ ଉତ୍ତମ ବ୍ୟକ୍ତିତ୍ବ ସୃଷ୍ଟି ହୋଇପାରିବ ନାହିଁ। କୈଶୋର ଓ ଯୁବାବସ୍ଥାରେ ମୌଳିକ ବିଚାରଧାରା, ଅନୁଶାସନ, ସାଧାରଣ ଜ୍ଞାନ, ସମାଜିକ କର୍ତ୍ତବ୍ୟ ଆଦି ବିଷୟରେ ପିଲାଙ୍କ ମନରେ ଅଙ୍କୁରୋଦ୍‌ଗମ କରିପାରିଲେ ହିଁ ଉତ୍ତମ ବ୍ୟକ୍ତିତ୍ବ ଗଠନ ସମ୍ଭବପର ହୋଇପାରିବ।…
ଅଧିକ ଖବର ଦେଖନ୍ତୁ...

ଅନୁଭବ, ବର୍ଷାଙ୍କ ଆବେଦନ ଖାରଜ

କଟକ: ଘରୋଇ ହିଂସା ମାମଲାରେ ଅଦାଲତ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ତଥା ଅଭିନେତ୍ରୀଙ୍କ ଆବେଦନକୁ ଖାରଜ କରିଛନ୍ତି। ଚାବି ହସ୍ତାନ୍ତର ପ୍ରସଙ୍ଗରେ ଅନୁଭବଙ୍କ ପିଟିସନ ଖାରଜ କରିଥିବା ବେଳେ ‌ସୋସିଆଲ ମିଡିଆ ଭିଡିଓ ପ୍ରସଙ୍ଗରେ ବର୍ଷାଙ୍କ ଆବେଦନକୁ ଖାରଜ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମାର୍କେଟ୍‌ରୁ ଟାୱାର ଯାଏ ଦୁର୍ନୀତିର ଗନ୍ଧ

ଭୁବନେଶ୍ବର: ବିଏମ୍‌ସିର ମାସିକ କାଉନ୍‌ସିଲ୍‌ ବୈଠକ ଆଜି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ପ୍ରତ୍ୟେକ ବୈଠକରେ ଯେ କୌଣସି ପ୍ରସଙ୍ଗକୁ ନେଇ ହୋ ହଲ୍ଲା ହେଉଥିବା ବେଳେ ପ୍ରଥମଥର ପାଇଁ ବୈଠକରେ ବିଶୃଙ୍ଖଳା ହୋଇନଥିବା ଜଣାପଡ଼ିଛି। ବାସ୍ତବରେ, ବୈଠକଗୁଡ଼ିକରେ ନିୟମିତ ଗଣ୍ଡଗୋଳ ହେବାରୁ…
ଅଧିକ ଖବର ଦେଖନ୍ତୁ...

ଶାନ୍ତିସ୍ତୂପ ସୁବର୍ଣ୍ଣ ଜୟନ୍ତୀ ସମାରୋହ, ନୂଆ ରୂପରେ ଝଟକୁଛି

ବାଲିଅନ୍ତା: ଆଜି ଧଉଳି ଶାନ୍ତିସ୍ତୂପ ନୂଆ ରୂପରେ ଝଟକୁଥିଲା। ସକାଳର ସୁନେଲି କିରଣ ଶାନ୍ତିସ୍ତୂପର ଧବଳ ବର୍ଣ୍ଣ ସହ ମିଶି ଏକ ଅପୂର୍ବ ଶୋଭା ସୃଷ୍ଟି କରିଥିଲା। ଗତକାଲିଠାରୁ ଏହି ଶାନ୍ତିର ପ୍ରତୀକ ଧଉଳିଗିରିରେ ସମବେତ ହୋଇଥିବା ବୌଦ୍ଧ ସନ୍ନ୍ୟାସୀମାନଙ୍କ ମନ୍ତ୍ର ଧ୍ବନି ଗୁଞ୍ଜରିତ…
ଅଧିକ ଖବର ଦେଖନ୍ତୁ...

ବାରଙ୍ଗରେ ୧୧୧ କାର୍ତ୍ତିକେଶ୍ବର ମେଢ଼, ଦୁଲୁକିବ ଦାଢ଼ାପାଟଣା ବଜାର

ବାରଙ୍ଗ/ ତ୍ରିଶୁଳିଆ: ନଭେମ୍ବର ୭ ତାରିଖ ମଙ୍ଗଳବାର ପଡ଼ୁଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ। ତେଣୁ କାର୍ତ୍ତିକେଶ୍ବର ପୂଜା ପାଇଁ ଏବେଠୁ ବାରଙ୍ଗ ଅଞ୍ଚଳ ଚଳଚଞ୍ଚଳ ହୋଇଉଠିଲାଣି। କାର୍ତ୍ତିକେଶ୍ବର ପୂଜା ପାଇଁ ଓଡ଼ିଶା ପ୍ରସିଦ୍ଧ ବାରଙ୍ଗରେ ଚଳିତ ବର୍ଷ ୧୧୧ ମେଢ଼ ଶୋଭାପାଇବ। ସ୍ଥାନୀୟ ପୂଜା…
ଅଧିକ ଖବର ଦେଖନ୍ତୁ...

ସଦ୍‌ଗୁରୁ ହସ୍ପିଟାଲ ପକ୍ଷରୁ ସ୍ତନ କର୍କଟ ସଚେତନତା ଶିବିର

କଟକ: ସଦ୍‌ଗୁରୁ ହସ୍ପିଟାଲ ପକ୍ଷରୁ ସ୍ତନ କର୍କଟ ସଚେତନତା ମାସ ଅବସରରେ ଆଜି କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ଭୁବନେଶ୍ୱର ସ୍ଥିତ ଲୋୟଲା ସ୍କୁଲ ପରିସରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିତ୍ସା କେନ୍ଦ୍ରର ପ୍ରଫେସର ଡାକ୍ତର ସୁରେନ୍ଦ୍ର ନାଥ…
ଅଧିକ ଖବର ଦେଖନ୍ତୁ...