ଭୁବନେଶ୍ବର: ବେଆଇନ୍ ପାର୍କିଂ ଫି’ ଆଦାୟ ନକରିବାକୁ ବିଡିଏ ଆପୋଲୋ, ବିଆର୍ ଲାଇଫ୍ କଳିଙ୍ଗ ଏବଂ କେୟାର ହସ୍ପିଟାଲକୁ ନୋଟିସ୍ କରିଛି। ୧୯ ତାରିଖରୁ ଏହି ନୋଟିସ୍ ଦିଆଯାଇଛି। ଦୁଇଟି ହସ୍ପିଟାଲରେ ପାର୍କିଂ ଫି’ ଆଦାୟ ବନ୍ଦ ହୋଇଛି। କିନ୍ତୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ବିଡିଏ ନିୟମକୁ ଫୁ’ କରିଦେଇଛନ୍ତି। ବିଡିଏର ଅପାରଗତା ଦେଖି କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ କାର୍ ପିଛା ୧୫ଟଙ୍କା ହିସାବରେ ପାର୍କିଂ ଫି’ ଆଦାୟ କରିବାରେ ଲାଗିଛନ୍ତି। ଏପଟେ ବିଡିଏ ନିୟମ କରି ଚୁପ୍ ବସି ଯାଇଥିବାରୁ ସାଧାରଣ ଲୋକ ହସ୍ପିଟାଲ ଦ୍ବାରା ଶୋଷଣ ହେଉଛନ୍ତି।
ବିଆର୍ ଲାଇଫ୍ କଳିଙ୍ଗ ଆଦାୟ କରୁଛି ପାର୍କିଂ ଫି’
/sambad/media/post_attachments/wp-content/uploads/2019/10/sfgffffffffffffffffffffffffffffffffffffffffffffffffffffffffffffffffffff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)