Sambad, Odisha Latest News, Breaking News Odisha, Odisha Current Headlines, Odisha News Online | Sambad.in

ଅଶୋକା ମାର୍କେଟ ଭଙ୍ଗା ବେଳେ ଉତ୍ତେଜନା, ରାସ୍ତାରୋକ

0 452

ଭୁବନେଶ୍ୱର: ଆଜି ଭୁବନେଶ୍ୱର ଅଶୋକାମାର୍କେଟ ଉଚ୍ଛେଦକୁ ନେଇ ସେଠାରେ ଉତ୍ତେଜନା ଦେଖାଦେଇଛି। ଅଶୋକାମାର୍କେଟର ବ୍ୟବସାୟୀମାନେ ରାସ୍ଥା ଉପରେ ଟାୟାର ଜାଳି ମାଷ୍ଟର କୃାଣ୍ଟିନ୍‌ରେ ରାସ୍ତା ରୋକ କରିଛନ୍ତି। ଏହା ସତ୍ତ୍ୱେ ବିଡିଏ ପକ୍ଷରୁ ପୁଲିସ ସହାୟତାରେ ସେଠାରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

four × 3 =