ଭୁବନେଶ୍ୱର: ବାଇକ୍‌କୁ ପିଟିଲା ଟ୍ରକ, ୩ ମୃତ

ଭୁବନେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ରବିବାର ୩ ଜଣଙ୍କର ମୃତ୍ୟୁ ଘଟିଛି। ବାଲିଅନ୍ତା ଥାନା ଅନ୍ତର୍ଗତ ପଞ୍ଚବଟୀ ନିକଟରେ ବାଇକ୍‌ରେ ଯାଉଥିବା ୩ ଜଣ ଯୁବକଙ୍କୁ ଟ୍ରକ୍‌ ଦେବାରୁ ଏହି ଘଟଣା ଘଟିଛି। ଘଟଣା ପରେ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି।

ସମ୍ବନ୍ଧିତ ଖବର