24 September 2017
10:43:41 AM
Sambad News
ସୁନ୍ଦରଗଡ଼

ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

By Sambad | Date: Aug 10 2017 2:14PM
ସୁନ୍ଦରଗଡ଼: ଭିଜିଲାନ୍ସ ହାତରେ ଧରାପଡ଼ିଲେ ଆରଆଇ

ସୁନ୍ଦରଗଡ଼:  ଜମି ଚିହ୍ନଟ କରିଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁନ୍ଦରଗଡ଼ ସଦର ତହସିଲ ଅନ୍ତର୍ଗତ  ବିରବିରା  ରାଜସ୍ୱ ମଣ୍ଡଳର  ନିରୀକ୍ଷକ ( ଆର ଆଇ) ଅଜୟ ଅମାତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ଅମାତ  ମହେଶ୍ୱର ବିଶ୍ୱାଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏହି ଟଙ୍କା ନେଉଥିଲେ।

image