19 September 2017
5:11:50 PM
Sambad News
ଅନୁଗୁଳ

ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

By Sambad | Date: Jan 10 2017 2:52PM
ଅନୁଗୁଳରେ ଗୋଷ୍ଠୀ ସଂଘର୍ଷ: ୩ ଗୁରୁତର

ଅନୁଗୁଳ: ଅନୁଗୁଳ ସହରର ହୁଲୁରସିଂହା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଗଣ୍ଡଗୋଳରେ ୩ ଜଣ ଆହତ ହୋଇଥିବା ବେଳେ  ଉଭୟ ପକ୍ଷରୁ ହୋଇଥିବା ପଥର, ବୋତଲ ମାଡ଼ରେ ୨ଟି ବାଇକ, ସାଇକେଲ ପ୍ରଭୃତି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।  ଘଟଣାସ୍ଥଳରେ ପୁଲିସ ମୂତୟନ କରାଯାଇ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚାଲିଛି। 

image