21 January 2017
11:54:42 AM
image
Sambad News
ଅନୁଗୁଳ

ଅନୁଗୁଳରେ କାଉ ମଡ଼କ: ବାର୍ଡ ଫ୍ଲୁ ଆଶଙ୍କା

By Sambad | Date: Jan 6 2017 1:21PM
ଅନୁଗୁଳରେ କାଉ ମଡ଼କ: ବାର୍ଡ ଫ୍ଲୁ ଆଶଙ୍କା

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ପଶୁଚିକିତ୍ସାଳୟ ନିକଟରେ  କେତେକ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। କାଉ ମଡକ ପରେ ଜିଲ୍ଲାରେ ବାର୍ଡ ଫ୍ଲୁ ବ୍ୟାପିଥିବା ନେଇ ଆଶଙ୍କା ପ୍ରକାଶ ପାଇଛି।  ପ୍ରାଣୀଚିକତ୍ସା କେନ୍ଦ୍ର ପକ୍ଷରୁ ମୃତ କାଉଙ୍କ ଠାରୁ ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ  ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନକୁ ପଠାଯାଇଛି। ସେହିପରି  ରାଣୀକ୍ଷେତ ରୋଗ ବ୍ୟାପୁଥିବା ଆଶଙ୍କା କରି ଜିଲ୍ଲାରେ ୨୫ ହଜାର କୁକୁଡ଼ାଙ୍କୁ ଟୀକା ଦେବା ପାଇଁ   ସିଡିଭିଓ ପ୍ରଦୀପ୍ତ କୁମାର ସିଂହ ନିର୍ଦ୍ଦେଶ ଦେଇଛନ୍ତି।