21 January 2017
4:15:49 PM
image
Sambad News
ବାଲେଶ୍ଵର

ବାଲେଶ୍ୱର: ବିରୁଡ଼ି ଆକ୍ରମଣରେ ୪ ଛାତ୍ର ଗୁରୁତର

By Sambad | Date: Jan 11 2017 1:59PM
ବାଲେଶ୍ୱର: ବିରୁଡ଼ି ଆକ୍ରମଣରେ ୪ ଛାତ୍ର ଗୁରୁତର

ବାଲେଶ୍ୱର: ଆଜି ଅପରାହ୍‌ଣରେ ବାଲେଶ୍ୱର ମହର୍ଷି ବିଦ୍ୟାଳୟରେ ବିରୁଡ଼ି ଆକ୍ରମଣରେ ୪ ଛାତ୍ର ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତ ଛାତ୍ରମାନେ ହେଲେ ଅଙ୍କିତ ପରିଡ଼ା, ବିକାଶ ସାହା, ଚିନ୍ମୟ ଦାସ ଓ କିଶାନ ଦାସ। ଆହତମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।