24 May 2017
9:12:54 PM
image
Sambad News
ଭଦ୍ରକ

ଜାତିଆଣ ଆକ୍ଷେପକୁ କେନ୍ଦ୍ର କରି ସ୍କୁଲରେ ପଡ଼ିଲା ତାଲା

By Sambad | Date: Dec 17 2016 12:23PM
ଜାତିଆଣ ଆକ୍ଷେପକୁ କେନ୍ଦ୍ର କରି ସ୍କୁଲରେ ପଡ଼ିଲା ତାଲା

ଚାନ୍ଦବାଲି: ଚାନ୍ଦବାଲି ବ୍ଲକ୍‌ର ସାଆନ୍ତା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ଜାତିଆଣ ଆକ୍ଷେପକୁ ନେଇ ବିଦ୍ୟାଳୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତ୍ୟକ୍ତ ମହିଳାମାନେ  ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଟଣାଓଟରା କରିବା ସହିତ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତିି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବା ସହିତ ଲୋକମାନଙ୍କୁ ବୁଝାଶୁଝା କରୁଛନ୍ତି।
 
 
 
 
 

image