25 March 2017
3:16:58 AM
Sambad News
ଭଦ୍ରକ

ଅଚିହ୍ନା ଯୁବକର ମୃତଦେହ ଠାବ

By Sambad | Date: Dec 24 2016 10:57AM
ଅଚିହ୍ନା ଯୁବକର ମୃତଦେହ ଠାବ

ଚାନ୍ଦବାଲି: ଗତକାଲି ଚାନ୍ଦବାଲି ବୈତରଣୀ ନଦୀରେ ଏକ ଅଚିହ୍ନା ମୃତ ଦେହ ଭାସି ଯାଉଥିବାର ବ୍ରିଜ ନିକଟରେ ଲୋକେ ଦେଖିଥିବାବେଳେ ଆଜି ବୈତରଣୀ ନଦୀ ଓ ସାଳନ୍ଦୀ ନଦୀ ମିଳନ ତିନିତର ନିକଟସ୍ଥ ତେନ୍ତୁଲିଡ଼ିହି ପଂଚାୟତ ଆମ୍ବୋଲ ଓ ବଇଁଚା ମଝିରେ ଥିବା  ଯୋରରେ ଭାସୁଥିବା ଲୋକେ ଠାବ କରିଛନ୍ତି। ମୃତ ଶରୀରଟି ମୁହଁ ମାଡ଼ି ଭାସୁଥିବା ଯୋଗୁଁ ଚିହ୍ନଟ ହୋଇ ପାରି ନଥିଲା। ମୃତ ଯୁବକ ଲାଲ ରଂଗର ଚେକ୍‌ ସାର୍ଟ ଓ ଜିନ୍‌ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଯୁବକର ବୟସ ପାଖାପାଖି ୩୦ରୁ ୩୫ ବୋଲି ଅନୁମାନ କରାଯାଉଛି।