19 September 2017
5:14:37 PM
Sambad News
ଭଦ୍ରକ

୧୦ ବଖରା ଜଳିଗଲା

By Sambad | Date: Dec 25 2016 5:58AM
୧୦ ବଖରା ଜଳିଗଲା
Photo by : edgecastcdn.net

ଧାମନଗର : ଧାମନଗରସ୍ଥିତ ଗୋଖାଦିଠାରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ  ଅଗ୍ନିକାଣ୍ଡ ଘଟି ଗ୍ରାମର ବଂଶୀଧର ରାଉତ, ଲକ୍ଷ୍ମୀଧର ରାଉତ ଓ ରତ୍ନାକର ରାଉତଙ୍କର ୧୦ ବଖରା ପାଉଁଶ ହୋଇଯିବା ସହ ପ୍ରାୟ ପାଞ୍ଚ ଲକ୍ଷ ଟଙ୍କାର ଆସବାବପତ୍ର ପୋଡ଼ିଯାଇଛି। ଧାମନଗର ଦମକଳ ବାହିନୀ ଓ ସ୍ଥାନୀୟ ଲୋକ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ହେଁ ସେତେବେଳକୁ ସବୁ କିଛି ସରିଯାଇଥିଲା। 

image