21 January 2017
5:41:01 AM
image
Sambad News
ଭଦ୍ରକ

ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

By Sambad | Date: Jan 3 2017 2:19PM
ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଭଦ୍ରକ: ଗତକାଲି ରାତିରେ ସୁମୁଳିଆ- ଚରମ୍ପା ମଝିରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ଧକ୍କା ଖାଇ ଗୁରୁତର ଭାବେ ଆହତ ହୋଇଥିବା ଦୁଇ ବାଇକ୍‌ ଆରୋହୀଙ୍କର ଆଜି ସକାଳେ ଭଦ୍ରକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଯୁବକଦ୍ୱୟ ହେଲେ ସଞ୍ଜୀବ ଗୋସ୍ୱାମୀ (୧୯ ବର୍ଷ) ଓ  ଅଜୟ ସାମଲ (୨୧ ବର୍ଷ)।