20 August 2017
11:42:23 AM
Sambad News
ବୌଦ୍ଧ

ବାଇକ ଦୁର୍ଘଟଣାରେ ଜଣେ ମୃତ

By Sambad | Date: Dec 29 2016 10:02AM
ବାଇକ ଦୁର୍ଘଟଣାରେ ଜଣେ ମୃତ

ବୌଦ୍ଧ/ହରଭଙ୍ଗା: ବାଇକ୍‌ ଦୁର୍ଘଟଣାରେ ହରଭଙ୍ଗା ନିକଟ ଭେଜିଗୁରାର ମଦନ ଖେତି (୪୭ଙ୍କ ମୃତ୍ୟୁ ହୋଇଯାଇଛି। ମଦନ ଏକ ବାଇକ୍‌ରେ ଘରକୁ  ଫେରୁଥିବା ବେଳେ ହରଭଙ୍ଗା ଆଞ୍ଚଳିକ ପଞ୍ଚାୟତ କଲେଜ ସାମନାରେ ଭାରସାମ୍ୟ ହରାଇ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ କରିଥିଲା।