ଅନୁସନ୍ଧାନ କରୁଥିବା ବର୍ଗ

ବାଣିଜ୍ୟ

୧୭ ଦିନରେ ୧୦୦ କୋଟିର ରାଜନୈତିକ ବିଜ୍ଞାପନ: ଗତବର୍ଷ ତୁଳନାରେ ୯ ଗୁଣା ଅଧିକ

ନୂଆଦିଲ୍ଲୀ: ନିର୍ବାଚନ ତାରିଖ ଘୋଷଣା ହୋଇଯାଇଥିବା ବେଳେ ତା’ପୂର୍ବରୁ ବିଜ୍ଞାପନରେ ରାଜନୈତିକ ଦଳଗୁଡ଼ିକୁ ବେଶ ମୋଟା ଅଙ୍କର ରାଶି ଖର୍ଚ୍ଚ କରିସାରିଲେଣି। ମାର୍ଚ୍ଚ ମାସର ୧୭ ଦିନରେ ୧୦୦ କୋଟିରୁ ଅଧିକ ରାଜନୈତିକ ବିଜ୍ଞାପନ ପ୍ରକାଶ ପାଇଛି। ଗତବର୍ଷ ତୁଳନାରେ ଏହା ୯ ଗୁଣା ଅଧିକ।…
ଅଧିକ ଖବର ଦେଖନ୍ତୁ...

କୁନି କୋଟିପତି, ନାରାୟଣ-ସୁଧାଙ୍କ ନାତି: ୪ ମାସର ଶିଶୁ ୨୪୦ କୋଟି ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ବୃହତ୍ତମ ଆଇଟି କମ୍ପାନୀ ଇନଫୋସିସ୍ ର ସହ-ପ୍ରତିଷ୍ଠାତା ଏନ.ଆର ନାରାୟଣ ମୂର୍ତ୍ତୀ ତାଙ୍କ ନାତି ଇକାଗ୍ର ରୋହନ ମୂର୍ତ୍ତୀଙ୍କୁ ଏପରି ଉପହାର ଦେଇଛନ୍ତି ଯେ ଚାରି ମାସର ଶିଶୁ କୁନି କୋଟିପତି ହୋଇପାରିଛନ୍ତି। ତାଙ୍କ ନାତି ଉପହାର ସ୍ୱରୂପ ୨୪୦ କୋଟିରୁ ଅଧିକ…
ଅଧିକ ଖବର ଦେଖନ୍ତୁ...

ଭାରତର ପଡୋଶୀ ଦେଶରେ ‘ଇଣ୍ଡିଆ ଆଉଟ୍’ଅଭିଯାନ : ଭାରତୀୟ ଉତ୍ପାଦକୁ ବହିଷ୍କାର ଅପିଲ୍, ବଢୁଛି ଭାରତ ଚିନ୍ତା

ଢାକା: ବାଂଲାଦେଶରେ ଜାନୁୟାରୀରେ ହୋଇଥିବା ସାଧାରଣ ନିର୍ବାଚନରେ ଶେଖ୍ ହସିନାଙ୍କ ନେତୃତ୍ବରେ ଶାସକ ଅୱାମୀ ଲିଗ୍ ଚତୁର୍ଥ ଥର ପାଇଁ କ୍ଷମତା ଦଖଲ କରିଛି। ଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ନିର୍ବାଚନ ବହିଷ୍କାର କରିବା ସହ ଭାରତ ନିର୍ବାଚନକୁ ପ୍ରଭାବିତ କରୁଥିବା…
ଅଧିକ ଖବର ଦେଖନ୍ତୁ...

ଜିଓ, ଏୟାର ଟେଲର ବଢ଼ିଲା ଚିନ୍ତା, ଗୌତମ ଅଦାନୀ ଆଣି‌ବେ ୫ଜି ଇଣ୍ଟରନେଟ୍

ନୂଆଦିଲ୍ଲୀ: ଗୌତମ ଅଦାନୀଙ୍କୁ ନେଇ ବିଭିନ୍ନ ଖବର ଆସିବାରେ ଲାଗିଛି। ସମ୍ପ୍ରତି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗୌତମଙ୍କ କମ୍ପାନୀ ୫ଜି ଇଣ୍ଟରନେଟ୍ କୁ ନେଇ କାମ କରୁଛି। ଏହି ଖବର ପ୍ରକାଶ ପାଇବା ପରେ ଜିଓ ଏବଂ ଏୟାରଟେଲର ଚିନ୍ତା ବଢ଼ିବାରେ ଲାଗିଛି। ଗୌତମଙ୍କ କମ୍ପାନୀ ଖୁବ୍ ଶୀଘ୍ର…
ଅଧିକ ଖବର ଦେଖନ୍ତୁ...

ଖୋଜିଲେ ବି ମିଳୁନି କିରାସିନି

ନୂଆଦିଲ୍ଲୀ: ଅତୀତରେ ଏଭଳି ଦିନ ଥିଲା ଯେତେବେଳେ ରୋଷେଇ ଘରଠାରୁ ଆରମ୍ଭ କରି ଭୋଜି ମହୋତ୍ସବ ଓ ଚାଷ କାମ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କିରାସିନି ବ୍ୟବହାର ହେଉଥିଲା। ଲଣ୍ଠନଠାରୁ ଆରମ୍ଭ କରି ରୋଷେଇ କରାଯାଉଥିବା ‌ଷ୍ଟୋଭ୍ ପର୍ଯ୍ୟନ୍ତ ବହୁ କାର୍ଯ୍ୟ ପାଇଁ ତାହା ଖୋଜା ପଡ଼ୁଥିଲା। ସରକାରୀ…
ଅଧିକ ଖବର ଦେଖନ୍ତୁ...

ଫେରି‌ଲେ ବିଦେଶୀ ନିବେଶକ: ନିବେଶ କଲେ ୪୦,୦୦୦ କୋଟି

ମୁମ୍ବାଇ: ଗତ ମାସରେ ମୁହଁ ଫେରାଇ ନେଇଥିବା ବିଦେଶୀ ନିବେଶକମାନେ ପୁଣି ଥରେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ଭାରତୀୟ ଷ୍ଟକ୍‌ ବଜାର ପ୍ରଦର୍ଶନ ଉପରେ ଭରସା ପ୍ରକଟ କରିଛନ୍ତି। ଭାରତୀୟ ଅର୍ଥନୀତିର ଚମତ୍କାର ପ୍ରଦର୍ଶନ ସେମାନଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ବାଧ୍ୟ କରିଛି।…
ଅଧିକ ଖବର ଦେଖନ୍ତୁ...

୨୦୩୦ ସୁଦ୍ଧା ଆଉ ୭ କୋଟି ଘର ଆବଶ୍ୟକ

ନୂଆଦିଲ୍ଲୀ: ଦେଶର ରିଅଲ୍‌ ଇଷ୍ଟେଟ୍‌ ବଜାର ଦ୍ରୁତ ଗତିରେ ଆଗକୁ ବଢ଼ିବ। ୨୦୩୦ ସୁଦ୍ଧା ଆଉ ୭ କୋଟି ଘର ଦରକାର ପଡ଼ିବ। ଏହି ସମୟ ଭିତରେ ୮୭ ପ୍ରତିଶତରୁ ଅଧିକ ଘରର ମୂଲ୍ୟ ୪୫ ଲକ୍ଷ ଟଙ୍କାରୁ ଅଧିକ ରହିବ ବୋଲି ରିଅଲ ଇଷ୍ଟେଟ୍ ଶିଳ୍ପ ସଂଘ କ୍ରେଡାଇ ପକ୍ଷରୁ ଆକଳନ କରାଯାଇଛି। ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଜୁଲାଇ ପହିଲାରୁ ଲାଗୁ ହେବାକୁ ଯାଉଛି ସିମ୍‌କୁ ନେଇ ଏହି ନୂଆ ନିୟମ

ମୁମ୍ବାଇ: ମୋବାଇଲ୍ ସିମ୍ କାର୍ଡ ପାଇଁ ନୂତନ ନିୟମାବଳୀ ଜାରି କରାଯାଇଛି। ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ଦ୍ବାରା ମାର୍ଚ ୧୫, ୨୦୨୪ରେ ନୂତନ ନିୟମ ଜାରି କରାଯାଇଛି, ଯାହା ଜୁଲାଇ ୧, ୨୦୨୪ରୁ ସାରା ଦେଶରେ ଲାଗୁ ହେବ। ଟ୍ରାଇ କହିଛି ଯେ ନିୟମ ପରିବର୍ତ୍ତନ କଲେ…
ଅଧିକ ଖବର ଦେଖନ୍ତୁ...

ଆମେରିକା ପୃଥିବୀର ପ୍ରତିଟି କୋଣ ଉପରେ ରଖିବ ନଜର: ଗୁପ୍ତଚର ଉପଗ୍ରହ ନେଟୱାର୍କ ନିର୍ମାଣ କରୁଛି ଏଲନ୍ ମସ୍କଙ୍କ…

ୱାଶିଂଟନ: ଭେଟେରାନ ବ୍ୟବସାୟୀ ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଆମେରିକାର ପ୍ରତିରକ୍ଷା ବିଭାଗ ପେଣ୍ଟାଗନ୍ ପାଇଁ ଗୁପ୍ତଚର ଉପଗ୍ରହର ଏକ ନେଟୱାର୍କ ବିକାଶ କରୁଛି। ଗୋପନୀୟ ସୂଚନା ଅନୁଯାୟୀ, ଆମେରିକାର ଗୁପ୍ତଚର ଏଜେନ୍ସି ୟୁଏସ ନ୍ୟାସନାଲ ରେକନାନ୍ସ ଅଫିସ ସହଯୋଗରେ ଏଲନ୍ ମସ୍କଙ୍କର…
ଅଧିକ ଖବର ଦେଖନ୍ତୁ...

ଲୋକସଭା ନିର୍ବାଚନ: ଦେଢ଼ମାସରେ ଖର୍ଚ୍ଚ ହେବ କେତେ ଟଙ୍କା? କିଏ କରିବେ ଖର୍ଚ୍ଚ?

ନୂଆଦିଲ୍ଲୀ: ଦେଶର ୧୮ତମ ଲୋକସଭା ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ନିର୍ବାଚନ ଆୟୋଗ (ଇସି) ଶନିବାର ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଏପ୍ରିଲ ୧୯ ରେ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏପ୍ରିଲ୍ ୨୬ ରେ, ତୃତୀୟ…
ଅଧିକ ଖବର ଦେଖନ୍ତୁ...