19 September 2017
4:58:25 PM
Sambad News
ବାଣିଜ୍ୟ

ସୁନାଦର କମିଲା

By Sambad | Date: May 18 2017 3:31PM
ସୁନାଦର କମିଲା

ନୂଆଦିଲ୍ଲୀ: ସୁନା ମୂଲ୍ୟ ୧୧୦୦ଟଙ୍କା ହ୍ରାସ ପାଇଛି ବୋଲି ଗୁରୁବାର ଏକ ଖବର ପ୍ରକାଶ ପାଇଛି। ଦିଲ୍ଲୀର ଅଳଙ୍କାର ବଜାରରେ ପ୍ରତି ୧୦ଗ୍ରାମ୍‌ ସୁନାର ମୂଲ୍ୟ ୧୦୯୫ଟଙ୍କା ହ୍ରାସ ପାଇ ୩୦ହଜାର ଟଙ୍କାରୁ କମ୍‌ ରହିଛି। ସେହିପରି ୨୨କ୍ୟାରେଟ୍‌ ୧୦ ଗ୍ରାମ ସୁନାର ମୂଲ୍ୟ ୨୭, ୩୧୦ ଟଙ୍କା ଓ ୨୪ କ୍ୟାରେଟ୍‌ ସୁନାର ମୂଲ୍ୟ ୨୯, ୨୦୫ ରହିଛି।  ମୁମ୍ବାଇରେ ୨୪ କ୍ୟାରେଟ୍‌ ପ୍ରତି ୧୦ଗ୍ରାମ୍‌ ସୁନାର ଦାମ୍‌ ୨୯,୫୩୩ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍‌ ସୁନାର ଦାମ୍‌ ୨୭,୬୧୫ ରହିଛି। 

image