17 January 2017
2:25:12 PM
Sambad News
ବାଣିଜ୍ୟ

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଡିଜିଟାଲ୍‌ ଇନୋଭେସନ୍‌ ସମ୍ମିଳନୀ

By Sambad | Date: Jan 12 2017 1:31AM
ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଡିଜିଟାଲ୍‌ ଇନୋଭେସନ୍‌ ସମ୍ମିଳନୀ

ମୁମ୍ବାଇ: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଲିମିଟେଡ୍‌ ପକ୍ଷରୁ ଡିଜିଟାଲ୍‌ ଇନୋଭେସନ୍‌ ସମ୍ମିଳନୀ (ଡିଆଇଏସ୍‌)ର ଦ୍ୱିତୀୟ ସଂସ୍କରଣ ବିଷୟରେ ଘୋଷଣା କରାଯାଇଛି। ବ୍ୟାଙ୍କର ପରବର୍ତି ପର୍ଯ୍ୟାୟ ଅଭିବୃଦ୍ଧିରେ ସହାୟକ ହେବାକୁ ଥିବା ଷ୍ଟାର୍ଟ-ଅପ୍‌ ସଂସ୍ଥାଙ୍କ ଜ୍ଞାନକୌଶଳ ପ୍ରଦର୍ଶନ କରିବା ପାଇଁ ଏହା ଏକ ମଞ୍ଚ। ଏ ସଂପର୍କରେ ବ୍ୟାଙ୍କର ଡିଜିଟାଲ୍‌ ବ୍ୟାଙ୍କିଙ୍ଗ ରାଷ୍ଟ୍ର ମୁଖ୍ୟ ନୀତିନ ଚୁଗ୍‌ କହିଛନ୍ତି ଯେ ନୂତନତ୍ୱ ହେଉଛି ଆମର ଡିଏନ୍‌ଏ।