30 April 2017
10:37:46 AM
image
Sambad News
ବାଣିଜ୍ୟ

ଆଇଏମ୍‌ଆଇଏସ୍‌ର ଗ୍ରାମୀଣ ମେଳା

By Sambad | Date: Jan 12 2017 1:34AM
ଆଇଏମ୍‌ଆଇଏସ୍‌ର ଗ୍ରାମୀଣ ମେଳା

ଭୁବନେଶ୍ୱର: ବାଲିପାଟଣାର ମୁକୁନ୍ଦଦାସପୁର ଠାକୁର ପଡ଼ିଆରେ ଆଇଏମ୍‌ଆଇଏସ୍‌ର ଗ୍ରାମୀଣ ମେଳା ‘ଉମଙ୍ଗ -୨୦୧୭’ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଇଣ୍ଡିଆନ୍‌ ବ୍ୟାଙ୍କର ଜୋନାଲ୍‌ ପ୍ରବନ୍ଧକ ଏନ୍‌ କେ ମିଶ୍ର ଉଦଘାଟନ କରିଛନ୍ତି। ଏହି ଅବସରରେ ଆଇଏମ୍‌ଆଇଏସ୍‌ର ମହାନିର୍ଦେଶକ ହେମନ୍ତ କୁମାର ପଟ୍ଟନାୟକ ଓ ଉପଦେଷ୍ଟା ଡକ୍ଟର କମଳାକାନ୍ତ ବେଉରିଆ ଉପସ୍ଥିତ ଥିଲେ। 

image