29 March 2017
2:39:50 PM
Sambad News
ଦେବଗଡ଼

ମହିଳାଙ୍କ ବେକରୁ ୨ ସୁନାହାର ଚୋରି

By Sambad | Date: Jan 12 2017 10:20AM
ମହିଳାଙ୍କ ବେକରୁ ୨ ସୁନାହାର ଚୋରି


ବରଗଡ଼: ଧନୁଯାତ୍ରା ଚାଲିଥିବା ଗୋପପୁର ସାଜିଥିବା ଅମ୍ବାପାଲିରୁ ଗତକାଲି ୨ ଜଣ ମହିଳାଙ୍କ ବେକରୁ ୨ଟା ସୁନା ହାର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ସୁନାର ଓଜନ ପ୍ରାୟ ସାଢେ ୩ ଭରି ହେବ ବୋଲି କୁହାଯାଉଛି। ଜଣେ ମହିଳା ଦଳ ଭିନ୍ନ ବେଶରେ ଠେଲାପେଲା କରି ଏଭଳି ଚୋରି କରୁଥିବା ଜଣାପଡ଼ିଛି। ଏ ସଂପର୍କରେ ଅମାପାଲିର ରବିନ୍ଦ୍ର ରଂଜନ ପୂଜାରୀ ବରଗଡ଼ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ହେଲେ ଅଭିଯୋଗ ହୋଇନଥିବା ଟାଉନ ଥାନାଧିକାରୀ ସୂଚନା ଦେଇଛନ୍ତି।