ଅନୁସନ୍ଧାନ କରୁଥିବା ବର୍ଗ

ବୌଦ୍ଧ

ଅଗ୍ନିକାଣ୍ଡରେ ତିନି ବଖରା ଘର ଭସ୍ମୀଭୂତ, ୩ ଘଣ୍ଟା ବିଳମ୍ବରେ ପହଞ୍ଚିଲା ଦମକଳ ଗାଡ଼ି

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକ ଟିକରପଡ଼ା ପଞ୍ଚାୟତ ବିରିଗଡ ଗ୍ରାମର ତଲାଗୁରାପଡ଼ାରେ ଶନିବାର ୩ ଘଣ୍ଟା ସମୟରେ ଅଗ୍ନିକାଣ୍ଡ ଘଟି ୩ ଗୋଟି ପରିବାରର ୩ ବଖରା ଘର ପୋଡ଼ି ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡ଼ିଛି। ଏଥିରେ ତାରିଣୀ ପ୍ରଧାନ, ପତିତ ପ୍ରଧାନ ଓ ଭାବିନ୍ଦ୍ର ପ୍ରଧାନଙ୍କ ଘର ପୋଡ଼ି ଯାଇଥିବା…
ଅଧିକ ଖବର ଦେଖନ୍ତୁ...

ମୁକୁଳା ଡ୍ରେନ୍‌ରେ ପଡ଼ି ଆହତ ସାଇକେଲ ଆରୋହୀଙ୍କ ମୃତ୍ୟୁ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ବଜାରରେ ଗତ ୨୪ ତାରିଖ ଦିନ ପୂର୍ତ୍ତରାସ୍ତାର ମୁକୁଳା ଡ୍ରେନ୍‌ରେ ପଡ଼ି ଗୁରୁତର ଆହତ ହୋଇଥିବା ସୁଶୀଳ କର୍ଣ୍ଣ (୫୫) ନାମକ ଜଣେ ସାଇକେଲ ଆରୋହୀଙ୍କ ଗତ ବୁଧବାର ରାତିରେ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ଗତ ୨୪ ତାରିଖ ସକାଳେ…
ଅଧିକ ଖବର ଦେଖନ୍ତୁ...

ଏନଏସି ମାନ୍ୟତା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ମନମୁଣ୍ଡା ବନ୍ଦ

ବୌଦ୍ଧ: ବିଜ୍ଞପିତ ଅଞ୍ଚଳ ପରିଷଦ ବା ଏନଏସି ମାନ୍ୟତା ଦାବିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ବନ୍ଦ। କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଳନ ହେଉଛି। ରାସ୍ତାରେ ଟ୍ରକ ଓ ମାଲ ପରିବହନ ଗାଡ଼ି ଅଟକି ରହିଛି। ଦୋକାନ ବଜାର ମଧ୍ୟ ବନ୍ଦ କରି ପ୍ରତିବାଦକୁ ସମର୍ଥନ କରିଛନ୍ତି…
ଅଧିକ ଖବର ଦେଖନ୍ତୁ...

ବୌଦ୍ଧରୁ ମହାରାଷ୍ଟ୍ରକୁ ଟ୍ରକ୍‌ରେ ଚାଲାଣ ଧରାପଡ଼ିଲା; ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

ବୌଦ୍ଧ: ବୌଦ୍ଧରୁ ମହାରାଷ୍ଟ୍ରକୁ ଟ୍ରକ୍‌ ଯୋଗେ ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇକୁ ଶୁକ୍ରବାର ଜବତ କରାଯାଇଛି। ଏହି ଘଟଣାରେ ଟ୍ରକ୍‌ର ଚାଳକ ମହାରାଷ୍ଟ୍ର ନାଗପୁରର ଆଜାତ ସରଫରାଜ ଖାନ୍‌ ଓ ହେଲ୍‌ପରଙ୍କୁ ସିଦ୍ଧନାଥ ରାମ ମିଳନ ଯାଦବଙ୍କୁ ଗିରଫ କରାଯାଇଛି। ଏନେଇ ବୌଦ୍ଧ ଆଦର୍ଶ…
ଅଧିକ ଖବର ଦେଖନ୍ତୁ...

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ଗିରଫ

ବୌଦ୍ଧ: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା କୋଟିପତି ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର ଗିରଫ ହୋଇଛନ୍ତି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଭିଜିଲାନ୍ସର ୧୦ଟି ଟିମ୍ ଗତକାଲି ଆର୍ଟିଓ ଶ୍ରୀ ମହାପାତ୍ରଙ୍କ ଭଡ଼ାଘର, ପୈତୃକ ଘର ଆଦି ୧୦ଟି…
ଅଧିକ ଖବର ଦେଖନ୍ତୁ...

ମହିଳା ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟରେ ଦେବଗଡ଼ ଚାମ୍ପିଅନ୍‌; ବିଜୟ ପରେ ଖେଳାଳିଙ୍କ ଅସ୍ବାଭାବିକ ଆଚରଣ ନେଇ ପରିବାର ଲୋକେ…

ଦେବଗଡ/କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଠାରେ ଆୟୋଜିତ ସର୍ବଭାରତୀୟ ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହେଲା ପରେ ଖେଳାଳିମାନେ ଅସ୍ବାଭାବିକ ଆଚରଣ କରୁଛନ୍ତି। ୧୨ ଜଣ ମହିଳା ଖେଳାଳିଙ୍କ ମଧ୍ୟରୁ ୫ ଜଣଙ୍କ ଆଚରଣ କାଲିଠାରୁ ସଂପୂର୍ଣ୍ଣ ବଦଳି ଯାଇଛନ୍ତି। ଫଳରେ ଖେଳାଳିମାନଙ୍କ…
ଅଧିକ ଖବର ଦେଖନ୍ତୁ...

ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ବେଳେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ; ଦୁଇ ଯବାନ ଆହତ

ବଲାଙ୍ଗୀର/କଣ୍ଟାମାଲ: ସୁରକ୍ଷାବାହିନୀର ସର୍ଚ୍ଚ ଅପରେସନ ‌ସମୟରେ ମାଓବାଦୀଙ୍କ ଦ୍ବାରା ଖଞ୍ଜାଯାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଶଗଡ଼ା ଫାଣ୍ଡି ଅଧୀନସ୍ଥ ନଲୀକୂପା ଜଙ୍ଗଲରେ ସ୍ପେଶାଲ ଅପରେସନ ଗ୍ରୁପ୍‌ (ଏସ୍‌ଓଜି)ର ୨ ଜଣ ଯବାନ ଆହତ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ଜାଲରେ ବୌଦ୍ଧ ଆରଟିଓ

ବୌଦ୍ଧ: ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କ ଘର ସମେତ ୧୦ଟି ସ୍ଥାନରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି | ମିଳିଥିବା ସୂଚନା ମୁତାବକ ଏହି ଚଢ଼ାଉରେ ୨ ଜଣ ଅତିରିକ୍ତ ଏସପି, ୬ ଜଣ ଡ଼ିଏସପି, ୬ ଜଣ ଇନ୍ସପେକ୍ଟର ସାମିଲ ଅଛନ୍ତି | ଭିଜିଲାନ୍ସ ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଷ୍ଟ୍ରଙ୍ଗ୍‌ରୁମ୍‌ କରିବାକୁ ହଲ୍‌ ସିଲ୍‌; ବାରଣ୍ଡାରେ ପରୀକ୍ଷା ଦେଲେ ଯୁକ୍ତ ୩ ଛାତ୍ରଛାତ୍ରୀ

ବୌଦ୍ଧ/ଜହ୍ନାପଙ୍କ: କଲେଜ ବାରଣ୍ଡାରେ ସେମିଷ୍ଟାର ପରୀକ୍ଷା ଦେଲେ ବୌଦ୍ଧ ପଞ୍ଚାୟତ କଲେଜର ଯୁକ୍ତ ୩ ଛାତ୍ରଛାତ୍ରୀ। ଆଗାମୀ ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ପଞ୍ଚାୟତ କଲେଜରେ ଇଭିଏମ୍‌ ଷ୍ଟ୍ରଙ୍ଗରୁମ୍‌ ହେବାକୁ ଥିବା ବେଳେ ଜିଲ୍ଲା ପ୍ରଶାସନ ଆଗୁଆ ଭାବେ କଲେଜର କେତେକ ହଲ୍‌କୁ ନିଜ ଅଧୀନକୁ…
ଅଧିକ ଖବର ଦେଖନ୍ତୁ...

ଜଗା ଦର୍ଶନ ନୋହିଲା; ଅଧାବାଟରେ ବୃଦ୍ଧଙ୍କ ମୃତ୍ୟୁ

ହରଭଙ୍ଗା: ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ବସ୍‌ରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ‌ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ପଂଚାୟତ ସରସରା ଗାଁର ପୂର୍ଣ୍ଣଚନ୍ଦ୍ର ବାରିକ (୬୦)ଙ୍କ ମୃତ୍ୟୁ ଘଟିଛି। ବୁଧବାର ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା…
ଅଧିକ ଖବର ଦେଖନ୍ତୁ...