ଅନୁସନ୍ଧାନ କରୁଥିବା ବର୍ଗ

ଗଜପତି

ଦଶହରା ଛୁଟିରେ ଅଜାଘରକୁ ଆସି ଯୁବକର ପ୍ରେମରେ ଫସିଗଲା ନାବାଳିକା, ଗର୍ଭବତୀ ପରେ ଅଭିଯୁକ୍ତ ଗିରଫ

ଗୋଷାଣି: ଗଜପତି ଜିଲ୍ଲା ଗୋଷାଣି ବ୍ଳକ ଅନ୍ତର୍ଗତ ଗୁରାଣ୍ଡି ଥାନାରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଟକ ରଖାଯାଇଥିବା ଯୁବକକୁ ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଯୁବକ ହେଲା ମାଲା ନରେନ୍ଦ୍ର(୨୩)। ଅଭିଯୁକ୍ତ ଯୁବକ ମାଲା ନରେନ୍ଦ୍ର ନାମରେ ସୋମବାର…
ଅଧିକ ଖବର ଦେଖନ୍ତୁ...

ଋଣ ପାଇଁ ପିଲାଙ୍କୁ ନେଇ ଅଟୋରେ ଯାଉଥିଲେ ୫ ମହିଳା; ଦୁର୍ଘଟଣାରେ ୨ ଶିଶୁ ମୃତ

ପାରଳାଖେମୁଣ୍ଡି: ଗାଁରୁ ସହରକୁ ଋଣ ଆଣିବାକୁ ମହିଳାମାନେ ଅଟୋରେ ଯାଉଥିଲେ। ସାଙ୍ଗରେ ସେମାନଙ୍କ ଛୋଟ ପିଲାଙ୍କୁ ମଧ୍ୟ ଧରିଥିଲେ। ଆଜି ପୂର୍ବାହ୍ଣ ସାଢ଼େ ଏଗାରଟା ବେଳେ ଗଜପତି ଜିଲ୍ଲା ଗୋଷାଣୀ ବ୍ଳକ୍‌ ପାଟିକୋଟା ଗ୍ରାମ ଛକ ଠାରେ ସେମାନଙ୍କ ଅଟୋ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର…
ଅଧିକ ଖବର ଦେଖନ୍ତୁ...

ରାଇସିଂ ଘାଟି ରାସ୍ତାରେ ଗଛରେ ପିଟି ହେଲା ଯାତ୍ରୀବାହୀ ବସ୍, ୧୦ ଆହତ

ମୋହନା: ଗଜପତି ଜିଲ୍ଲା ରାଇସିଂ ଘାଟି ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ଭାରସାମ୍ୟ ହରାଇ ଯାତ୍ରୀବାହୀ ବସ୍ ଗଛରେ ପିଟି ହୋଇଥିଲା । ଏହାଫଳରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ। ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା…
ଅଧିକ ଖବର ଦେଖନ୍ତୁ...

ପୁଲିସ ଗାଡ଼ି ଧକ୍କାରେ ଜଣେ ମୃତ; କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ

ରା.ଉଦୟଗିରି: ପୁଲିସ ଗାଡ଼ି ଧକ୍କାରେ ଜଣେ ଲୋକଙ୍କର ମୃତ୍ୟୁ ହୋଇଛି। ଗଜପତି ଜିଲ୍ଲା ରାମଗିରି ଉଦୟଗିରିରେ ଆଜି ଅପରାହ୍‌ଣ ୨ଟା ୪୫ରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ହେଲେ ସରସ ଆନନ୍ଦ (୫୫)। ସୂଚନା ଅନୁସାରେ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି…
ଅଧିକ ଖବର ଦେଖନ୍ତୁ...

ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟକ୍ତିତ୍ବର ବିକାଶ ପାଇଁ ‘ନୂଆ-ଓ’ କାର୍ଯ୍ୟକ୍ରମର ଆୟୋଜନ : ୫ଟି ଅଧ୍ୟକ୍ଷ

ପାରଳାଖେମୁଣ୍ଡି: ୫ଟି ତଥା ଆମ ଓଡ଼ିଶା ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କାର୍ତ୍ତିକ ପାଣ୍ଡିଆନ ଆଜି ଦିନିକିଆ ଗଜପତି ଗସ୍ତ କରିଛନ୍ତି। ସେ ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡିସ୍ଥିତ ଗଜପତି ଷ୍ଟାଡିୟମରେ ନୂଆ-ଓ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସଫଳତାର ଟିପ୍ସ ଦେଇଛନ୍ତି। ସେ…
ଅଧିକ ଖବର ଦେଖନ୍ତୁ...

ନୂଆ ଓ ଯୁବ ଓଡିଶା ଖେଳରୁ ଫେରିବା ବାଟରେ ଦୁର୍ଘଟଣା, ୧୮ ଛାତ୍ର ଆହତ

ରା. ଉଦୟଗିରି: ସ୍ଥାନୀୟ ମିନି ଷ୍ଟାଡିୟମରେ ୫ ଦିନ ଧରି ଖେଳି ଚାମ୍ପିୟନ ହୋଇ ଫେରୁଥିଲେ ଛେଲିଗଡ ସରକାରୀ ହାଇସ୍କୁଲର ଛାତ୍ରମାନେ | ତେବେ ଚମ୍ପାଘାଟିର ବିପଦପୂର୍ଣ୍ଣ ବୁଲାଣି ଅତିକ୍ରମ କରି ସାରିବା ପରେ ସିଧା ରାସ୍ତାରେ ମହିନ୍ଦ୍ରା ସୁପର ମିନିଗାଡି ନିଜ ଉପରୁ ନିୟନ୍ତ୍ରଣ ହରାଇ ରାସ୍ତାର…
ଅଧିକ ଖବର ଦେଖନ୍ତୁ...

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପୁଲିସ

ମୋହନା: ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୁଲିସ ଓ ବନ ବିଭାଗ। ଗଜପତି ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦେଶରେ ମୋହନା ବ୍ଲକ୍ ଅନ୍ତର୍ଗତ ସିକୁଳିପଦର ପଞ୍ଚାୟତ ଅଲଣ୍ଡା ଜଙ୍ଗଲରେ ମୋହନା ପୁଲିସ, ରାଜସ୍ବ ଓ ବନ ବିଭାଗ ମିଳିତ ଭାବେ ଚଢ଼ଉ କରି…
ଅଧିକ ଖବର ଦେଖନ୍ତୁ...

ନିଖୋଜ ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ହରଭଙ୍ଗି ଡ୍ୟାମ୍ ନିକଟରୁ ତିନିଦିନ ତଳେ ନିଖୋଜ ଥିବା କଟାମା ପଞ୍ଚାୟତ ଜାଡ଼ିଙ୍ଗି ଗ୍ରାମର ସିମନ୍ ମାଝୀଙ୍କ ରକ୍ତ ଜୁଡୁବୁଡୁ ଶବ ପୁଲିସ ଉଦ୍ଧାର କରିଛି। ପରିବାର ଲୋକେ ଥାନାରେ ଦେଇଥିବା ଏତଲାରେ ପୂର୍ବ ଶତ୍ରୁତାରୁ ସିମନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନରେ ଦୁର୍ଘଟଣାରେ ସହିଦ ଗଜପତିର ପି.ରବି କୁମାରଙ୍କ ଶେଷକୃତ୍ୟ ସମ୍ପନ୍ନ

ପାରଳାଖେମୁଣ୍ଡି: ରାଜସ୍ଥାନରେ ଦୁର୍ଘଟଣାରେ ସହିଦ ହୋଇଥିବା ଗଜପତି ଜିଲ୍ଲାର ପି.ରବି କୁମାର(୩୬)ଙ୍କ ଶେଷକୃତ୍ୟ ବୁଧବାର ସନ୍ଧ୍ୟାରେ ତାଙ୍କ ଜନ୍ମସ୍ଥାନ ରାଣୀପେଣ୍ଠ ଗ୍ରାମ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି। ରବିଙ୍କ ମୃତଦେହ ରାଜସ୍ଥାନରୁ ବିମାନଯୋଗେ ଚେନ୍ନାଇ ଏବଂ ପରେ…
ଅଧିକ ଖବର ଦେଖନ୍ତୁ...

ଏବେ ନୂଆଗଡ଼ ବ୍ଲକ୍‌ରେ ମହାବଳ: ଉଆମା ଗ୍ରାମ ନିକଟ ଜଙ୍ଗଲରେ ବୁଲୁଛି, ପାଦଚିହ୍ନରୁ ପ୍ରମାଣ ମିଳିଲା

ରା.ଉଦୟଗିରି: ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ଅନୁଗୁରୁ ପଞ୍ଚାୟତ ଅନ୍ତର୍ଗତ ଉଆମା ଗ୍ରାମ ନିକଟ ଜଙ୍ଗଲରେ ବୁଲୁଛି ମହାରାଷ୍ଟ୍ରର ମହାବଳ ବାଘ। ଗତକାଲି ରାତିରେ ଉଆମା ଗ୍ରାମରେ ପଶି ଏକ ବଳଦକୁ ମାରି ଖାଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ପରେ ମହାବଳ ଢେପିରିଗୁଡ଼ି ଜଙ୍ଗଲ ଆଡକୁ ଯାଇଥିବା ମଧ୍ୟ…
ଅଧିକ ଖବର ଦେଖନ୍ତୁ...