ଅନୁସନ୍ଧାନ କରୁଥିବା ବର୍ଗ
ନୟାଗଡ଼
ବାଇକରୁ ଖସିପଡ଼ିଲେ ବୃଦ୍ଧ: ଚାଲିଗଲା ଜୀବନ
ଗଣିଆ: ନୟାଗଡ଼ ଜିଲ୍ଲା ଗଣିଆ ଥାନା ପାଣ୍ଡରାସିଂଗା ଛକ ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ବାଇକରୁ ଖସିପଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ସୁଦର୍ଶନ ବାରିକ ବୋଲି ଜଣାଯାଇଛି। ଏଣେ ବାଇକ୍ ଚାଳକ ଯୁବକ ଆହତ ହୋଇଥିବା ଜଣାଯାଇଛି। ତାଙ୍କୁ ଗଣିଆ ମେଡିକାଲରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବେଆଇନ୍ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ: ୪ ଗୋରୁ ମୃତ, ଚାଳକ ଓ ବ୍ୟବସାୟୀ ଫେରାର
ଦଶପଲ୍ଲା: ନୟାଗଡ଼ ଜିଲ୍ଲା ଦଶପଲ୍ଲା- ଗଣିଆ ରାଜ୍ୟ ରାଜପଥର ଯୋଗୀବନ୍ଧ ଛକ ନିକଟରେ ଆଜି ଭୋର୍ ୪ଟା ସମୟରେ ଏକ ବେଆଇନ ଗୋରୁ ବୋଝେଇ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି। ଦଶପଲ୍ଲାରୁ ଗଣିଆ ଅଭିମୁଖେ ଯାଉଥିବା (ଓ ଡି ୦୫ ବିଜେ ଘ୦୮୩୦) ପିକଅପ୍ ରାସ୍ତା କଡ଼ରେ ଥିବା ସେତୁ ୱାଲରେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ମହିଳାଙ୍କ ଗଳିତ ଶବ ଉଦ୍ଧାର, ହତ୍ୟା ସନ୍ଦେହ
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବୃନ୍ଦାବନପୁର ପଞ୍ଚାୟତ ଅଧୀନ ବିନୋଦପଡ଼ାରେ ଶନିବାର ପୁଲିସ ଜନୈକ ମହିଳାଙ୍କ ଗଳିତ ଶବ ଉଦ୍ଧାର କରିଛି। ତେବେ ଏହା ଏକ ହତ୍ୟାକାଣ୍ଡ ସନ୍ଦେହ କରି ତଦନ୍ତ ଜାରି ରଖିଛି।
ଖବର ନେବାରେ ଜଣାଯାଇଛି ରଣପୁର ବ୍ଲକ ଅନ୍ତର୍ଗତ ବିନୋଦପଡା ଗାଁର ଜନୈକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ପ୍ରେମିକ ସହ ମିଶି ସ୍ବାମୀକୁ ମାରିଦେଲା: ଥାନାରେ ସ୍ତ୍ରୀ, ଶାଶୂ, ପ୍ରେମିକ ଅଟକ
ଓଡ଼ଗାଁ: ୧୪ ବର୍ଷର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ବାମୀକୁ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ। ଘଟଣାକୁ ୧୦ ଦିନ ବିତି ଗଲାଣି। ଆଜି ପୁଲିସ ଗାଁରେ ପହଞ୍ଚି ସ୍ତ୍ରୀ ଓ ଶାଶୂକୁ ଉଠାଇ ଆଣିଛି। ପ୍ରେମିକ ଫେରାର ହେବାକୁ ଚେଷ୍ଟା କରି ପୁଲିସ ଜାଲରେ ଧରାପଡ଼ିଛି। ନୟାଗଡ଼…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
୫ଟି ବେଆଇନ୍ ଦେଶୀ ବନ୍ଧୁକ ଜବତ, ୫ ଅଭିଯୁକ୍ତ ଗିରଫ
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ପୁଲିସ ଚଢ଼ାଉ କରି ୫ଟି ବନ୍ଧୁକ ଜବତ କରିଛି। ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ଥାନୀୟ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
ପୁଲିସ ସୂଚନା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଯୌତୁକ ନିର୍ଯାତନା ହେଲା କାଳ! ଚିକିତ୍ସା ଅବହେଳାରୁ ବିବାହିତା ମହିଳାଙ୍କ ମୃତ୍ୟୁ ଅଭିଯୋଗ
ରଣପୁର: ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଲୋଧାଚୁଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଯାଇଥିବା ଦେଖିବାକୁ ମିଳିଛି। ଏହି ଗାଁର ଜନୈକ ବିବାହିତା ମହିଳାଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିଲାବେଳେ ଯୌତୁକ ଜନିତ ନିର୍ଯ୍ୟାତନା ଯୋଗୁ ଏଭଳି ଘଟିଲା ବୋଲି ମୃତ ମହିଳାଙ୍କ ବାପା ଘର ଲୋକେ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ: ହତ୍ୟାକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଦେଲେ ଅଦାଲତ
ନୟାଗଡ଼: ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଚିଲ୍ଡ୍ରେନ୍ସ କୋର୍ଟରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ମିଳିଛି। ଏଥି ସହିତ ଅଦାଲତ ଦୋଷୀକୁ ୬ ହଜାର ଟଙ୍କା ଦଣ୍ଡାଦେଶ ଦେଇଛନ୍ତି। ସରକାରୀ ଓକିଲ କହିଛନ୍ତି ଦୋଷୀ ନାବାଳକ ଥିଲା। ଯଦି ସେ ସାବାଳକ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ଏଥର ୧୬,୭୫୩ ଜଣ ପ୍ରଥମ ଥର ଭୋଟ୍ ଦେବେ: ଯୁବ ଭୋଟରଙ୍କ ପାଇଁ ନେତାଙ୍କ କସରତ
ନୟାଗଡ଼: ଆଗକୁ ସାଧାରଣ ନିର୍ବାଚନ। ଇତି ମଧ୍ୟରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇ ସାରିଲାଣି। ନୟାଗଡ଼ ଜିଲ୍ଲାରେ ଥିବା ଚାରି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ିବାକୁ ଥିବା ଆଶାୟୀ ନେତା ଓ ସେମାନଙ୍କ ସହଯୋଗୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବିଶେଷ କରି ଏଥର ନୂଆ ଭାବେ ସାମିଲ୍…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ସଡ଼କ ଦୁର୍ଘଟଣାରେ ଜଣେ ମୃତ
ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ଡିହଗାଁ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ସଡ଼କ ଦୁର୍ଘଟଣାରେ ଏକ ଟ୍ରକ୍ ସହ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଆହତ ହୋଇଛନ୍ତି। ବ୍ୟକ୍ତିଙ୍କର ମୃତ୍ୟୁ ପରେ ତାଙ୍କୁ ନୟାଗଡ଼ ସ୍ଥାନାନ୍ତର କରାଯାଇଛି।
ସୂଚନାରୁ ପ୍ରକାଶ ଯେ ଉଭୟ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...
ନୟାଗଡ଼ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା: ଏନ୍ଏଚ୍ଆର୍ସିରେ ମାମଲା
ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ଓଡଗାଁ ଅଞ୍ଚଳର ୧୧ ବର୍ଷୀୟ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଥିବା ବେଳେ ମାମଲା ଜାତୀୟ ମାନବାଧିକାର କମିସନ(ଏନ୍ଏଚ୍ଆର୍ସି)ରେ ପହଞ୍ଚିଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...