ଅନୁସନ୍ଧାନ କରୁଥିବା ବର୍ଗ

ସୁନ୍ଦରଗଡ଼

ବାଣବାଜା ସହ କନିଆ ଘରକୁ ବାହାରିଥିଲା ବର: ଅଧାବାଟରୁ ଉଠାଇନେଲା ପୁଲିସ

ସୁନ୍ଦରଗଡ଼: ବାଜୁଥିଲା ବାଜା, ଫୁଟୁଥିଲା ବାଣ। ହସଖୁସିର ବରାତି ସହ ଗୋଲାପ ଫୁଲ ସଜ୍ଜା ଗାଡ଼ିରେ କନିଆ ଘରକୁ ବାହାରିଥିଲା ବର। ଆଉ କିଛି ସମୟ ପରେ ପହଞ୍ଚି କନିଆର ହାତ ଧରିଥାନ୍ତା । ହେଲେ ଅଧାବାଟରୁ ବରକୁ ଉଠାଇନେଲା ପୁଲିସ। ଘଟଣାଟି ଘଟିଛି ସମ୍ବଲପୁର ଜିଲ୍ଲା ବାମରାରେ। ସୁନ୍ଦରଗଡ଼ ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ନକଲି ବିଦେଶୀ ମଦ ଜବତ, ତିନି ଗିରଫ

ରାଉରକେଲା: ରାଉରକେଲା ଅବକାରୀ ପୁଲିସ ସେକ୍ଟର ୨ ଅଞ୍ଚଳରୁ ୭୨ ଲିଟର ନକଲି ବିଦେଶୀ ମଦ ଜବତ କରିବା ସହ ଅଟୋ ଓ ବାଇକ୍ ଜବତ କରିଛି। ୯୬ ବୋତଲ ନକଲି ନା ବିଦେଶୀ ମଦ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରାଯାଇଛି।
ଅଧିକ ଖବର ଦେଖନ୍ତୁ...

ଡିଆଇଜିଙ୍କୁ ଭେଟିଲେ ଗାଁରୁ ବାସନ୍ଦ ସମାଜସେବୀ

ରାଉରକେଲା: ଗାଁରୁ ବାସନ୍ଦ ସମାଜସେବୀ ଚାନ୍ଦମଣି ସାଣ୍ଡିଲ ନ୍ୟାୟ ପାଇବାକୁ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ପରେ ଆଜି  ପଶ୍ଚିମାଞ୍ଚଳ ଡିଆଇଜିଙ୍କ ଅଫିସର ଦ୍ବାରସ୍ଥ ହୋଇଛନ୍ତି। ଡିଆଇଜି ଅନୁପସ୍ଥିତ ଥିବାରୁ  ଅଫିସ୍‌ରେ କାର୍ଯ୍ୟରତ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ…
ଅଧିକ ଖବର ଦେଖନ୍ତୁ...

ମେଟ୍ରିମୋନିଆଲ୍‌ରେ ବିବାହ ପ୍ରତିଶ୍ରୁତି: ଯୁବତୀଙ୍କ ପରିବାରଠୁ ଠକିନେଲେ ୧. ୧୦ଲକ୍ଷ ଟଙ୍କା

ରାଉରକେଲା: ମେଟ୍ରିମୋନିଆଲ୍‌ ୱେବ୍‌ସାଇଟ୍‌ ‘ଜୀବନସାଥୀ ଡଟ୍‌ କମ୍‌’ରେ ବିବାହିତ ଯୁବକ କଳାକାରନାମା ପଦା‌ରେ ପଡ଼ିଛି। ଛେଣ୍ଡକଲୋନି ଅଞ୍ଚଳର ଜଣେ ଯୁବତୀଙ୍କ ପରିବାରଠୁ ୧ ଲକ୍ଷ ୧୦ ହଜାର ଟଙ୍କା ନେଇ ପୁଲିସ ଦ୍ବାରା ବନ୍ଧା ହୋଇଛନ୍ତି। ଗିରଫ ଯୁବକ ଜଣକ ହେଉଛନ୍ତି ଅନୁଗୋଳ ଅଞ୍ଚଳର।…
ଅଧିକ ଖବର ଦେଖନ୍ତୁ...

ଯୋଗାଣ ବିଭାଗରେ ଏବେ ବି ଭୂତ କାର୍ଡ! କୁଆଡେ ଗଲେ ୪ ହଜାର ହିତାଧିକାରୀ ?

ରାଉରକେଲା: ନିର୍ବାଚନ ପୂର୍ବରୁ ସରକାର ପିଡିଏସ୍‌ କାର୍ଡଧାରୀଙ୍କୁ ବଣ୍ଟନ କରିଥିଲେ ୧୦୦୦ ଟଙ୍କା। ଏହି ସହାୟତା ବଣ୍ଟନରୁ ଯୋଗାଣ ବିଭାଗର କେଳେଙ୍କାରୀ ପଦାକୁ ଆସିଛି। ହିତାଧିକାରୀ ନ ମିଳିବାରୁ ପ୍ରାୟ ୪୦ ଲକ୍ଷ ଟଙ୍କା ସହାୟତା ଫେରିଯାଇଛି। ତା’ ୧୦୦ କି ୨୦୦ ନୁହେଁ, ପ୍ରାୟ ୪ ହଜାର…
ଅଧିକ ଖବର ଦେଖନ୍ତୁ...

ଧୋକା ଦେଉଛି ୨୦୧ କୋଟିର ପାନୀୟଜଳ ପ୍ରକଳ୍ପ: ୬ ବର୍ଷ ପରେ ବି କାମ ସରୁନି

ରାଉରକେଲା/ବଣାଇ: ଗ୍ରାମାଞ୍ଚଳକୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କେବଳ ଘୋଷଣାରେ ସୀମିତ ରହିଛି। ବର୍ଷ ବର୍ଷ ଧରି ଚାଲିଥିବା ମେଗାପାନୀୟ ଜଳ ପ୍ରକଳ୍ପ କାମ ସରୁନି। ନିର୍ମାଣ ଅବଧିକୁ ତିନି ବର୍ଷ ବିତିଯାଇଛି। ହେଲେ କାମ ସେମିତି କଚ୍ଛପ ଗତିରେ ଚାଲିଛି। ଏମିତି ବ୍ୟତିକ୍ରମ ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଇଭିଏମ୍‌ ଗୋଦାମରେ ଫୁଟିଲା ହାବେଳିବାଣ! ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ନିର୍ବାଚନ ଉପବିଭାଗ ଅଧିକାରୀ ସୁଶ୍ରୀ ପ୍ରଧାନଙ୍କ ନାମରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଭିନ୍ନ ରାଜନୈତିକ ଦଳ। ସେ ନିର୍ବାଚନ ପ୍ରସ୍ତୁତି ସଂକ୍ରାନ୍ତୀୟ ପ୍ରତିଟି କାର୍ଯ୍ୟରେ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ଉପେକ୍ଷା କରୁଛନ୍ତି। କୌଣସି ପ୍ରସ୍ତାବ…
ଅଧିକ ଖବର ଦେଖନ୍ତୁ...

ବିଜୁ ଏକ୍ସପ୍ରେସ ୱେ’ରେ ଶଳାଭିଣୋଇଙ୍କୁ ଗୁଳିମାଡ଼: ପିକ୍‌ଅପ୍‌ ଗାଡ଼ିରେ ଛତିଶଗଡ଼ରୁ ଯାଉଥିଲେ ରାଉରକେଲା

ସୁନ୍ଦରଗଡ଼/କୁତ୍ରା: ଆଜି ଭୋର୍‌ ୪ଟା ସମୟରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେ’ରେ ଗୁଳିମାଡ଼ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ସ୍କାନ୍‌ ଷ୍ଟିଲ୍‌ ନିକଟରେ ଏହି ଘଟଣା ଘଟିଛି । ଏହି ଗୁଳିମାଡ଼ରେ ଶଳାଭିଣୋଇ ଆହତ ହୋଇଛନ୍ତି। ସେମାନେ ହେଉଛନ୍ତି, ଛତିଶଗଡ଼ ଶକ୍ତି ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ସରଣ୍ଡାରେ ନକ୍ସଲବିରୋଧୀ ଅଭିଯାନ: ବିସ୍ଫୋରକସାମଗ୍ରୀ ଉଦ୍ଧାର

ବିଶ୍ରା: ଝାଡ଼ଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୂମ ଜିଲ୍ଲାରେ ସୁରକ୍ଷାବାହିନୀ ପକ୍ଷରୁ ନକ୍ସଲବିରୋଧୀ ଅଭିଯାନ ଜାରିରହିଛି। ସୁରକ୍ଷାବାହିନୀ ନକ୍ସଲଙ୍କ କ୍ୟାମ୍ପରେ ପ୍ରବେଶକରି ବିପୁଳ ବିସ୍ଫୋରକ ପଦାର୍ଥ ଜବତ କରିଛି। ସରଣ୍ଡାର ସରୋଜୋମରୁ ଓ ପ୍ରଭଙ୍ଗହାଟ ମଧ୍ୟରେ ଥିବା ଜଙ୍ଗଲପାହାଡ଼ ଅଞ୍ଚଳରେ ଏଥର…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ଗୁଳିମାଡ଼ରେ ୨ ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ସୁନ୍ଦରଗଡ଼: ଗୁଳିମାଡ଼ରେ ୨ଜଣ ଆହତ ହୋଇଛନ୍ତି। ଆଜି ସକାଳୁ ସେମାନଙ୍କୁ ସମ୍ପର୍କୀୟ ଆଣି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ସେମାନେ ଛତିଶଗଡ଼ ଶକ୍ତି ଜିଲ୍ଲା ଅଞ୍ଚଳର ସୁନୀଳ ରତ୍ନାକର ଓ ବିକ୍ରମ ଟଣ୍ଡନ ବୋଲି ପରିଚୟ ଦେଇଥିବାବେଳେ କେଉଁଠି, କାହିଁକି ଓ କିଏ…
ଅଧିକ ଖବର ଦେଖନ୍ତୁ...