20 August 2017
6:56:19 PM
Sambad News
ମନୋରଞ୍ଜନ

କିଏ ସବୁ ପାଇବେ ୬୨ତମ ଫିଲ୍ମ ଫେୟାର ଆଓ୍ଵାର୍ଡ

By Sambad | Date: Jan 10 2017 8:26PM
କିଏ ସବୁ ପାଇବେ ୬୨ତମ ଫିଲ୍ମ ଫେୟାର ଆଓ୍ଵାର୍ଡ

ପାଖେଇ ଆସୁଛି ୬୨ତମ ଫିଲ୍ମ ଫେୟାର ଆଓ୍ଵାର୍ଡ। ତେବେ ଏହି ସମ୍ମାନଜନକ ପୁରସ୍କାର ତାଲିକାରେ ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା-ଅଭିନେତ୍ରୀ, ଶ୍ରେଷ୍ଠ ସହଅଭିନେତା ଓ ଅଭିନେତ୍ରୀ, ଶ୍ରେଷ୍ଠ ମ୍ୟୁଜିକ୍‌ ଆଲବମ୍‌, ଶ୍ରେଷ୍ଠ ଲିରିକସ୍‌ ଓ ଶ୍ରେଷ୍ଠ ପ୍ରଚ୍ଛଦ ପଟ୍ଟ ଗାୟକ-ଗାୟିକା ଶ୍ରେଣୀକୁ ଅନ୍ତର୍ଭୁକ୍ତ କରାଯାଇଛି। ତେବେ ଏହି ଶ୍ରେଣୀରେ କେଉଁ ସିନେମା, କେଉଁ ଅଭିନେତା- ଅଭିନେତ୍ରୀ ଓ ଗାୟକ-ଗାୟିକା ନାମ ଅଛି ଆସନ୍ତୁ ଜାଣିବା।
 
*ଶ୍ରେଷ୍ଠ ସିନେମା ତାଲିକା
‘ଦଙ୍ଗଲ’, ‘କପୁର ଆଣ୍ଡ ସନ୍‌ସ’, ‘ନିରଜା’, ‘ପିଙ୍କ’, ‘ସୁଲତାନ’ ଓ ‘ଉଡତା ପଞ୍ଜାବ’
 
*ଶ୍ରେଷ୍ଠ ନିର୍ଦ୍ଦେଶକ
ଅଭିଷେକ ଚୌବେ- ‘ଉଡତା ପଞ୍ଜାବ’, ଅଲି ଆବାସ ଜାଫର-‘ସୁଲତାନ’, କରନ୍‌ ଜୋହର-‘ୟେ ଦିଲ ହୈ ମୁସକିଲ’, ନିତେଶ ତିଓ୍ଵାରୀ-‘ଦଙ୍ଗଲ’, ରାମ ମାଧବାନୀ- ‘ନିରଜା’ ଓ ସାକୁନ ବାତ୍ରା- ‘କପୁର ଆଣ୍ଡ ସନସ୍‌ ’
 
*ଶ୍ରେଷ୍ଠ ଅଭିନେତା
ଅମିର ଖାନ୍‌ -‘ଦଙ୍ଗଲ’, ଅମିତାଭ ବଚ୍ଚନ-‘ପିଙ୍କ’, ରଣବୀର କପୁର-‘ୟେ ଦିଲ ହୈ ମୁସକିଲ’, ସଲମାନ ଖାନ୍‌-‘ସୁଲତାନ’, ଶାହାରୁଖ ଖାନ୍‌: ‘ଫ୍ୟାନ୍‌’, ସାହିଦ କପୁର- ‘ଉଡତା ପଞ୍ଜାବ’ ଓ ସୁଶାନ୍ତ ସିଂ ରାଜପୁତ୦ -‘ଏମ୍‌ଏସ୍‌ ଧୋନି: ଦ ଅନ୍‌ଟୋଲ୍ଡ ଷ୍ଟୋରି’
 
*ଶ୍ରେଷ୍ଠ ଅଭିନେତ୍ରୀ
 
ଐଶ୍ୱର୍ଯ୍ୟା ରାୟ-‘ସରବଜିତ’, ଆଲିଆ ଭଟ୍ଟ- ‘ଡିୟର ଜିନ୍ଦେଙ୍ଗି’ ଓ ‘ଉଡତା ପଞ୍ଜାବ’, ଅନୁଷ୍କା ଶର୍ମା- ‘ୟେ ଦିଲ ହୈ ମୁସକିଲ’, ସୋନମ କପୁର- ‘ନିରଜା’ ଓ ବିଦ୍ୟା ବାଲନ-‘କାହାନି ୨’
 
*ଶେଷ୍ଠ ସହ ଅଭିନେତା
ଦିଲଜିତ ଦୋସାନଝ-‘ଉଡତା ପଞ୍ଜାବ’, ଫଓ୍ଵାଦ ଖାନ୍‌- ‘କପୁର ଆଣ୍ଡ ସନ୍‌ସ୍‌’, ଜିମ ସାରର୍ଭ-‘ନିରଜା’, ରାଜତ କପୁର- ‘କପୁର ଆଣ୍ଡ ସନସ୍‌’, ରାଜକୁମାର ରାଓ-‘ଅଲିଘର’ ଓ ରିଷି କପୁର- ‘କପୁର ଆଣ୍ଡ ସନସନ୍‌’
 
*ଶ୍ରେଷ୍ଠ ସହ ଅଭିନେତ୍ରୀ
କରିନା କପୁର ଖାନ୍‌-‘ଉଡତା ପଞ୍ଜାବ’, କ୍ରିତି କୁଲହାରି-‘ପିଙ୍କ’, ରତ୍ନା ପାଥକ ଶାହା- ‘କପୁର ଆଣ୍ଡ ସନସ’୍‌, ରିଚା ଚଡ୍ଡା-‘ସରବଜିତ’ ଓ ସାବନା ଆଜମି- ‘ନିରଜା’
 
*ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ-ଗାୟିକା
ଅମିତ ମିଶ୍ରା, ଅରଜିତ ସିଂ, ଅତିଫ ଅସଲାମ, ରାହଥ ଫୈତ ଅଲି ଖାନ୍‌, କନିକା କପୁର, ଜୋନିତା ଗାନ୍ଧି, ନିତି ମୋହନ, ନେହା ବାସିନ୍‌ ଓ ପଲକ ମୁଛଲ।