25 May 2017
4:03:07 PM
image
Sambad News
ଗଜପତି

ଦେଶୀ ମଦ ସହ ଜଣେ ଗିରଫ

By Sambad | Date: Dec 24 2016 11:11AM
ଦେଶୀ ମଦ ସହ ଜଣେ ଗିରଫ

ପାରଳାଖେମୁଣ୍ଡି: ବଡ଼ଦିନକୁ  ଆଖି ଆଗରେ ରଖି ପାରଳା ପୁଲିସ ତରଫରୁ ମଦ ବିରୋଧୀ ଅଭିଯାନ ଜାରି ରହିଛି । ଏ କ୍ରମରେ ଆଜି ଜୀବି ଗ୍ରାମ୍ୟ ରାସ୍ତାରେ ୬୦ଲିଟର ଦେଶୀ ମଦ ସହ ଟୁଗାନା ରାଜୁଙ୍କୁ ପୁଲିସ୍‌ ଗିରଫ କରିଛି । କେସ୍‌ ନମ୍ବର ୨୦୨/୧୬ରେ ଏକ ମକଦ୍ଦମା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ । 

image